କାମ କରିଗଲା Sura Routray ଙ୍କ ଘଷା-ଘଷି ରମ୍ପା-ରମ୍ପି formula ଶେଷରେ ଏକାଠି ହେଲେ Tapaswini-Sumit

ଶେଷରେ ସରିଲା ଅପେକ୍ଷା ବିତିଗଲା ସାତ ଦିନ ସାତ ରାତି ମିଶିଗଲା ମନ ଏକାଠି ହେଲେ ତପସ୍ୱିନୀ-ସୁମିତ । ଆଜି ହେଉଛି ଅପେକ୍ଷା ର ଅନ୍ତ ଏବଂ ସକାଳ ର ନୂଆ କିରଣ ରେ ସପ୍ତମ ଦିନ ର ସକାଳ । ଏହି ମଧ୍ୟରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ସବୁଦିନ ପାଇଁ ସରିଯାଇଛି l ଛନ୍ଦି ହୋଇଯାଇଛନ୍ତି ଦୁହେଁ ଦୁହିଁଙ୍କ ପ୍ରେମରେ ଆଜିର ସକାଳରେ ତାଙ୍କ ପ୍ରେମର ନୂଆ କିରଣ ସାଜିଛି l ବର୍ତ୍ତମାନ ନୂଆ ଘର … Read more

Subhasish Sarangi ଙ୍କ ଦୋଷ କଣ କାହିଁକି ଛାଡ଼ୁନି ପୋଲିସ ସତ କଥା ଜାଣିଲେ ପାଦତଳୁ ମାଟି ଖସିଯିବ

ପୋଲିସ ମାନେ ଲୁଚେଇ ଶୁଭାଶିଷ ସଦ୍ଧଙ୍ଗୀଙ୍କୁ ଗିରଫ କରିଛନ୍ତି।ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ନେଇ ଏବେ କାରାଗାର ରେ ଭର୍ତି କରିଛନ୍ତି।କେନ୍ଦ୍ରାପଡ଼ା ଆଇନ୍ ପୋଲିସ ଦାୟୀ ନା ଶୁଭାଶିଷ ସଢ଼ଙ୍ଗୀ ଦାୟୀ?ଏହି ଦାୟୀ ର କଥାକୁ ନେଇ କଣ ତର୍କ ରହିଛି ଜାଣନ୍ତୁ। ଯେତେବେଳ ଜଣେ ସମାଜ ସେବୀ ଗୋରୁ ଗାଈ ଚାଲାଣ ହୋଇଛି ସେ ଗାଡ଼ିଟି ଅଟକାଇ ପୋଲିସ ଙ୍କୁ କଲ୍ କରିଥିଲେ।କର୍ମଚାରୀ ମଧ୍ୟ ଆସି ଛିଡା ହୋଇଛନ୍ତି।କିନ୍ତୁ ଗାଡ଼ି ଟା ଖସେଇ ଦିଆ ଯାଇଛି। ପୋଲିସମାନେ … Read more