ବାହାଘର ୯ ମାସ ନ ପୁରୁଣୁ Sabyarchita ଦେଲେ ଖୁସି ଖବର ଜାଣିଲେ ଆଶ୍ଚର୍ୟ୍ଯ ହେବେ
ଆପଣମାନେ ଯଦି ଓଲିଉଡ ପ୍ରେମୀ ହୋଇଥିବେ ତାହେଲେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଶ୍ଚୟ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ମନ କିଣି ନେଇଛନ୍ତି।ଚୁଲବୁଲି ନାୟିକା ଅର୍ଚ୍ଚିତା ଦେଇଛନ୍ତି ଏକ ଖୁସି ଖବର।ଅର୍ଚ୍ଚିତା ଏହି ଖୁସି ଖବର ପ୍ରଥମେ ସମସ୍ତ ଲୋକଙ୍କୁ ଜଣାଇଛନ୍ତି। ସବ୍ୟସଚୀ ଓ ଅର୍ଚ୍ଚିତା ଦୁହେଁ ଏକାଠି ମିଶି ବହୁତ୍ ସୁପରହିଟ ଚଳଚ୍ଚିତ୍ର କରିଛନ୍ତି। ସେଥି ମଧ୍ୟରୁ “ପିଲାଟି ବିଗିଡି ଗଲା,ମୁଁ ଏକା ତୁମର,ତୋର ମୋର ଯୋଡ଼ି ସୁନ୍ଦର,କେବେ ତମେ ନାହଁ … Read more