Tapswini sumit ମାମଲାରେ ନୂଆ ମୋଡ ସୁମିତ କହିଲେ ସବୁ ସତ ଆଉ ଏକାଠି ରହିବା ସମ୍ଭବ ନୁହେଁ

ସୁମିତ ତପସ୍ୱିନୀ ମାମଲାରେ ଏବେ ଦେଖା ଦେଇଛି ନୂଆ ମୋଡ଼ । ତପସ୍ଵିନୀ ସୁମିତ ମାମଲାରେ ବର୍ତ୍ତମାନ୍ ପ୍ରତିକ୍ରିୟା ରଖିଛନ୍ତି ସୁମିତ । ତପସ୍ଵିନୀ ଙ୍କୁ ଆଉ ସେ ସ୍ବୀକାର କରିବା ପାଇଁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଶଶୁର ପ୍ରମୋଦ ସାହୁ ଏବଂ ସ୍ଵାମୀ ସୁମିତ ସାହୁ ଦୁହେଁ ନିଖୋଜ ଥିବା ବେଳେ ହାଇ କୋର୍ଟ ରେ ନିଜର ଅଭିଯୋଗ ଦାଖଲ କରିବା ପାଇଁ ଆସିଥିଲେ । ତପସ୍ଵିନୀ ବର୍ତ୍ତମାନ୍ ଶଶୁର ପ୍ରମୋଦ … Read more

ମୁଁହ ଖୋଲିଲେ Tapaswini ଙ୍କ ସ୍ଵାମୀ Dr Sumit – ମୁଁ ଏବେ ବି ତପସ୍ୱିନୀ ଙ୍କୁ ଭଲ ପାଉଛି

ତପସ୍ଵିନୀ ଙ୍କୁ ଏବେ ବି ଭଲ ପାଉଛନ୍ତି ଡାକ୍ତର ସୁମିତ।ଏମିତି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ଡାକ୍ତର ସୁମିତ।ଘରର କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ସୁମିତ ଏମିତି କିଛି କହିଛନ୍ତି ଯାହା ଏବେ ଚର୍ଚ୍ଚା ହେଉଛି।ସମସ୍ତେ ଦ୍ଵନ୍ଦରେ ପଡିଯାଇଛନ୍ତି।ସୁମିତ କହିଛନ୍ତି ଯେ ସମୟ ବଡ଼ ବଳବାନ। ଭବିଷ୍ୟତରେ ସେମାନେ ଦୁହେଁ ଏକାଠି ରହିବେ।କିନ୍ତୁ ଆଗକୁ କଣ ହେବ ସେ ଜାଣି ନାହାନ୍ତି।ଘରର ଚାରି କାନ୍ଥ ଭିତରୁ ଆରମ୍ଭ ହୋଇଥିବା କଳହ ତୀବ୍ର … Read more