Tapaswini – ଘରେ ଜାଗା ଦେଇଦେଲେ Court କିନ୍ତୁ ହୃଦୟରେ ପାଇଲେନି ଜାଗା ଏବେ ବି ରହିଛନ୍ତି ଏକା
କୋର୍ଟନିର୍ଦ୍ଦେଶ ଅନୁଯାୟୀ ତପସ୍ୱିନୀ ଙ୍କର ଅଧିକାର ଅଛି ଶାଶୁ ଘରେ ରହିବା ପାଇଁ । ଜାନୁଆରୀ ୪ ତାରିଖରେ ବିଜୟ ହାସଲ କରି ଘରେ ରହିବା ପାଇଁ ଅନୁମତି ପାଇଥିଲେ ତପସ୍ୱିନୀ । ଏହା ପରେ ଶଶୁର ଏବଂ ସ୍ଵାମୀ ସୁମିତ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଖୁସି ନଥିଲେ । ତପସ୍ଵିନୀ ଙ୍କ ସହ ସୁମିତ ଆଉ ରହିବା ପାଇଁ ଚାହୁଁ ନଥିବା ବେଳେ ଦୁଇ ଦୁଇ ଥର ସୋସିଆଲ ମିଡିଆରେ ସ୍ପଷ୍ଟ କରିଥିଲେ । … Read more