ବାହାରିଲେ ଆଉ ଜଣେ Tapswini ଯାଜପୁର ର Dali Smita ସ୍ଵାମୀଙ୍କ ଦୋକାନ ଆଗରେ ଦେଲେ ଧାରଣା ଦେଖନ୍ତୁ ଦୃଶ୍ୟ

ତପସ୍ଵିନୀ ନିଜ ହକ ରେ ଲଢି ସମସ୍ତଙ୍କୁ ଶିଖାଇ ଦେଇଛନ୍ତି ନିଜ ଅଧିକାର ପାଇଁ କିପରି ନିଜକୁ ସୁଦୃଢ଼ କରି ଠିଆ ହେବାକୁ ପଡ଼େ । ତପସ୍ଵିନୀ ଙ୍କ ଠୁ ସାହସ ପାଇ ବର୍ତ୍ତମାନ୍ ଅନେକ ନାରୀ ଆଗେଇ ଆସିଛନ୍ତି ନିଜର ଅଧିକାର ପାଇବା ପାଇଁ । ତପସ୍ଵିନୀ ଙ୍କ ପରି ଅନ୍ୟ ଜଣଙ୍କୁ ଦେଖିବାକୁ ମିଳିଛି ଯିଏ କି ହେଉଛନ୍ତି ଡଲିସ୍ମିତା ଭଉଣୀ । ଯାଜପୁର ରୁ ଆସିଛ ଏହି ଘଟଣା ଟି ଯାଜପୁର ଜିଲ୍ଲା … Read more