Viral Boy Trailokya – ନମସ୍କାର ମୁଁ ଦିତୀୟ ଶ୍ରେଣୀ ରେ ପଢୁଛି ‘ ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ର ଆସିଗଲା ଦିତୀୟ Version ଦେଖନ୍ତୁ ଭିଡିଓ

ଭାଇରାଲ ବୟ ତ୍ରୈଲୋକ୍ୟ ଗତ ବର୍ଷ କ-ରୋନା ସମୟରେ ଖୁବ୍ ଭାଇରାଲ ହୋଇଥିଲେ । ବୟସ ମାତ୍ର ୫ ବର୍ଷ ଏବଂ ସେତେବେଳେ ସ୍କୁଲ ଉଠିବା କୁ ନେଇ ଘୋର ପ୍ରତିବାଦ କରିଥିଲେ ତ୍ରୈଲୋକ୍ୟ । କୁନି କୁନି ପାଟିରେ ସମସ୍ତଙ୍କୁ ସଚେତନ କରାଇଥିଲେ ମଧ୍ୟ ମହାମାରୀ ସମୟରେ ମାସ୍କ ପିନ୍ଧିବା ପାଇଁ । ଏବଂ ପରେ ସମସ୍ତଙ୍କ ସହଯୋଗ କ୍ରମରେ ସେ ଗୀତ ମଧ୍ୟ ଗାଇଥିଲେ । ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ଗୀତରେ । … Read more