ମାକ୍ସ ପିନ୍ଧିନ ଏବେ ଲଡୁ ଖାଅ ତେଜିଲେ ପୋଲିସ ଓ-ମିକ୍ରନ୍ ପାଇଁ କଡାକଡି ନିୟମ ଲାଗୁ
ପୋଲିସ ସବୁବେଳେ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ମଧ୍ୟ ମହାମାରୀ ଲୋକମାନଙ୍କ ଅସାବଧାନତା ପାଇଁ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ ର ନୂଆ ଭାରିଆଣ୍ଟ ଓ-ମିକ୍ରନ୍ ମଧ୍ୟ ଓଡ଼ିଶାରେ ଦେଖା ଦେଇଛି । ତେବେ ଏହି କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛି ସୁରକ୍ଷା ଦାତା ପୋଲିସ । ପୋଲିସ କୁ ଡରି ସମସ୍ତେ ମାସ୍ମ ପିନ୍ଧିଥିବା ବେଳେ ପୋଲିସ ସଚେତନ କରିବା ପାଇଁ ଗଠନ କରିଛି ଏକ ନୂଆ ପ୍ରୟାସ । … Read more