Tapaswini – sumit ଙ୍କୁ ନେଇ ହେଲା ଖୁଲସା , ଦେଖନ୍ତୁ ସମ୍ପୂର୍ଣ ଘଟଣା…

୪ ଦିନ ହୋଇଗଲାଣି ସୁମିତ ଏଯାଏଁ ଫେରିନାହନ୍ତି। ତପଶ୍ଵନି ଙ୍କ ଦାୟିତ୍ଵ ନେବେ ବୋଲି କୁହାଯାଇଥିଲା କିନ୍ତୁ ସୁମିତ ଏଇ କଥା ଶୁଣି ସାରିଲା ପରେ ଫେରାର ଅଛନ୍ତି। ତାଙ୍କର କିଛି ବି ଖୋଜ ଖବର ନାହିଁ।ପୋଲିସ ଙ୍କ ତରଫରୁ ମଧ୍ୟ ଏଯାଏଁ କୌଣସି ସୂଚନା ମିଳିନାହିଁ।ତପସ୍ୱିନୀ କହିଛନ୍ତି ଏଯାଏଁ ତାଙ୍କୁ ସାନ୍ତନା ବି ଦେଉନାହାନ୍ତି।

ଆପଣ ଚିନ୍ତା କରନ୍ତୁ ନାହିଁ,ଆମେ ଖୋଜିକୀ ବାହାର କରିବୁ,ଆମେ ଖୋଜିବା ପାଇଁ ଚେଷ୍ଟା କରୁଛୁ ଏମିତି କିଛି ବି କହିନାହାନ୍ତି।କିନ୍ତୁ ତପଶ୍ଵନି ତାଙ୍କ ପ୍ରୟାସ ଜାରି ରଖିଛନ୍ତି। ତପଶ୍ୱନି ଙ୍କୁ ବାହାରୁ ସୂଚନା ଆସିଥିଲା କି ସୁମିତ ଙ୍କ ଘର ଲୋକ ମଧ୍ୟ ନାହାନ୍ତି।ଆଜି ତାଙ୍କ ଓକିଲ ତପସ୍ଵନୀ ଙ୍କୁ କୋର୍ଟ ଆସିବାକୁ କହିଛନ୍ତି। ଆଜି ଆଉ କିଛି ପଦକ୍ଷେପ ନେବେ ତପସ୍ୱିନୀ।

ସୁମିତ ଙ୍କ ଓକିଲ କହୁଥିଲେ ସେ ଘର ଖୋଜିବା ପାଇଁ ଯାଇଛନ୍ତି, ତପଶ୍ୱନି ସନ୍ଦେହରେ ଅଛନ୍ତି ଯେ ସେ ଘର ଖୋଜିବାକୁ ଯାଇନାହାନ୍ତି ସେ ଫେରାର ହିଁ ଅଛନ୍ତି।କାଲି ତାଙ୍କର ଛୁଟି ପୁରୁଛି,ଜଣାପଡ଼ିବ ସୁମିତ ଆସିବେ କି ଆସିବେ ନାହିଁ।କାଲି ଯଦି ସେ ଆସିବେ ନାହିଁ ,ତାହେଲେ ଏଇଟା ଜଣା ପଡ଼ିବ ଯେ ସେ ତାଙ୍କ ଦାୟିତ୍ଵ କିପରି ନିଭାନ୍ତି।

ସେ ବହୁତ ଭୁଲ୍ କାମ କରୁଛନ୍ତି।ଏବଂ ନ୍ୟାୟାଳୟ ନିଶ୍ଚୟ ପଦକ୍ଷେପ ନେବ। ତପଶ୍ୱନି ଯେତେବେଳେ ରିକୁଏଷ୍ଟ୍ କରିଥିଲେ ସେତେବେଳେ ସାର୍ କହିଥିଲେ କୋଉଠି ଲେଖା ହେଇଛି ତୁମେ ୨ ଜଣ ମିଶିକି ରହିବ ବୋଲି?ଏବଂ ଆଉ କହିଥିଲେ ଆମକୁ ଅର୍ଡର୍ ନ ମିଳିଲା ଯାଏଁ କୌଣସି କାମ କରିବୁ ନାହିଁ।

Leave a Comment