ନ୍ୟାୟ ପାଇଲେ ତପସ୍ୱିନୀ ଏବେ ଶାଶୁ ଘରେ ହିଁ ରହିବେ କୋର୍ଟ ଦେଇଦେଲେ ଅର୍ଡର୍ ଜିତିଗଲେ Tapswini

ଆଜି ଓଡିଶା ବାସୀଙ୍କ ପାଇଁ ଖୁସିର ଦିନ । ଶେଷରେ ତପସ୍ୱିନୀ ଙ୍କୁ ମିଳିଛି ନ୍ୟାୟ । ନୂଆ ବର୍ଷ ରେ ପାଇଲେ ନୂଆ ଠିକଣା । ଏବେ ଆଉ ଘର ଦାଣ୍ଡରେ କିମ୍ବା ଘର ବାରଣ୍ଡାରେ ରହିବାକୁ ପଡ଼ିବନି । ଘର ଭିତରେ ରହିବେ ତପସ୍ୱିନୀ ।

କୋର୍ଟ ତପସ୍ୱିନୀ ଙ୍କ ପକ୍ଷେ ରାୟ ଶୁଣାଇବା ପରେ ଓଡ଼ିଶାରେ ଖେଳି ଯାଇଛି ଖୁସିର ବାତାବରଣ । ସମସ୍ତେ ଜାନୁଆରୀ ୪ ତାରିଖ ପାଇଁ ଅପେକ୍ଷା କରିଥିବା ବେଳେ ଆଜି ନୂଆ ବର୍ଷ ରେ ନ୍ୟାୟ ପାଇଛନ୍ତି ତପସ୍ୱିନୀ ।

କେସ ରେ ଜିତି ବର୍ତ୍ତମାନ୍ ସୁମିତ ଙ୍କ ଘରେ ରହିବେ ତପସ୍ୱିନୀ । ତପସ୍ଵିନୀ ଦାଣ୍ଡ ରେ ବସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଗେଟ ଭାଙ୍ଗି ତାଙ୍କୁ ଭିତରକୁ ନେଇଥିଲେ । ଏବଂ ତପସ୍ୱିନୀ ଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ସେଠାରେ ବସି ରହିଥିଲେ ।

କିନ୍ତୁ ଆଜିର କୋର୍ଟ ନିଷ୍ପତି ଅନୁସାରେ ସେ ଆଜି କେସ ଜିତିଛନ୍ତି ଏବଂ ଆଇନ ଅନୁଯାୟୀ ସେ ସେହି ଘରେ ରହିବାର ଅଧିକାର ଅଛି ବୋଲି କୋର୍ଟ ମଧ୍ୟ ଅର୍ଡର୍ ଦେଇଛନ୍ତି । ଏହି ଅର୍ଡର୍ କୁ ଅମାନ୍ୟ କଲେ ମଧ୍ୟ ଦଣ୍ଡ୍ ବ୍ୟବସ୍ଥା କରାଯିବ ବୋଲି ସ୍ପଷ୍ଟ ହୋଇଛି ।

https://youtu.be/xxuaRYC_eTM

Leave a Comment