ରାଜ୍ୟ ଖବର

Tapswini କଲେ ଗୃହ ପ୍ରବେଶ ଶଶୁର Pramod Sahu କଲେ ଗୃହ ତ୍ୟାଗ Exclusive Report

ଗତ କାଲି ତପସ୍ୱିନୀ ଙ୍କ ଗୃହ ପ୍ରବେଶ ହୋଇଥିବା ବେଳେ ଶଶୁର ପ୍ରମୋଦ ସାହୁ ଘର ଛାଡିଛନ୍ତି । ଶଶୁର ଙ୍କ କହିବା ଅନୁଯାୟୀ ସେ ତପସ୍ୱିନୀ ଙ୍କ ଘର ପ୍ରବେଶ କୁ ନେଇ ସନ୍ତୁଷ୍ଟ ନୁହନ୍ତି । କୋର୍ଟ ର ଆଗାମୀ ରାୟ କୁ ସେ ଅପେକ୍ଷା କରିଥାନ୍ତେ ।

ତପସ୍ଵିନୀ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିବା ବେଳେ ସେବବୁ ମିଥ୍ୟା ଅଭିଯୋଗ । ସେ ତାଙ୍କୁ କେବେ ଯୌତୁକ ନିର୍ଯାତନା ଅଭିଯୋଗ ଦେଇନଥିବା ବେଳେ ତପସ୍ୱିନୀ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ।

ପ୍ରମୋଦ ସାହୁ ଏହି ନିଷ୍ପତି ରେ ଅସନ୍ତୁଷ୍ଟ ହୋଇଥିବା ବେଳେ ତାଙ୍କୁ ଏହି ଘରେ ରହିବାକୁ ଅସୁରକ୍ଷିତ ମନେ କରୁଥିଲେ ପ୍ରମୋଦ ସାହୁ । ତେଣୁକରି ରାତି ଠାରୁ ସେ ନିଖୋଜ ଅଛନ୍ତି ଏବଂ ଘରକୁ ପରିସ୍ଥିତି ସୁରକ୍ଷିତ ହେଲେ ଫେରିବେ ବୋଲି କହିଛନ୍ତି ।

ତପସ୍ଵିନୀ ଏହି ସମ୍ପର୍କରେ ବର୍ତ୍ତମାନ୍ ସୁଦ୍ଧା କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ପରିବାର ଲୋକେ ଚିନ୍ତିନ୍ତ୍ ଅବସ୍ଥାରେ ଅଛନ୍ତି । ପ୍ରମୋଦ ସାହୁ ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *