Tapswini-Sumit ଘଟଣାରେ ମହା ଖୁଲାସା ଏକାଠି ହେବେ ତପସ୍ୱିନୀ ସୁମିତ

ତପସ୍ଵିନୀ ସୁମିତ ଙ୍କ ମଧ୍ୟରେ ବିବାଦ ଅନେକ ଦିନ ଧରି ରହି ଆସିଥିବା ବେଳେ ସବୁବେଳେ ହେଡ ଲାଇନ୍ ରେ ଏହି ଆସୁଛନ୍ତି ଏହି ଦୁଇ ବିବାଦୀୟ ଯୋଡ଼ି । ଦୁହିଁଙ୍କ ମଧ୍ୟରେ ଅନେକ ତିକ୍ତତା ହୋଇଥିବା ବେଳେ ବର୍ତ୍ତମାନ୍ ମିଳିଛି ଖୁସି ଖବର ।

ଖୁସି ଖବର ଟି ହେଉଛି ଯେତେବେଳେ ସୁମିତ ଏବଂ ବାପା ପ୍ରମୋଦ ସାହୁ ଏକାଠି ହୋଇ ହାଇ କୋର୍ଟ ର ଦ୍ଵାରସ୍ତ୍ ହୋଇଥିବା ବେଳେ ମିଡ଼ିଆ ଭାଇ ମାନଙ୍କ ମଧ୍ୟରେ ଜଣେ ସୁମିତ ଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କ ମନରେ ତପସ୍ୱିନୀ ଙ୍କ ପ୍ରତି ଭଲ ପାଇବା ଅଛି ନା ନାହିଁ ।

ତେବେ ସୁମିତ ଏହା ନେଇ ପ୍ରତିକ୍ରିୟା ରଖିଥିଲେ ଯେ ଭଲ ପାଇବା ଅଛି ଆଉ ରହିବ । ସେ ଯେପରି ଘର କଥା ବାହାର ପକାଇଲେ ଏବଂ ତାଙ୍କର ଏବଂ ତାଙ୍କ ପରିବାର ଲୋକଙ୍କ ସମ୍ମାନ ହାନି ହୋଇଛି । ଯାହାଦ୍ଵାରା ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି ।

ତେଣୁକରି ସେ ତାଙ୍କ ସହ ରହିବା ପାଇଁ ଚାହୁଁ ନାହାନ୍ତି । ଯଦି ତାଙ୍କୁ ପୁନର୍ବାର ସମାଧାନ ପାଇଁ କୁହାଯିବ ସେ ରାଜି ହେବେ ନାହିଁ । ମାତ୍ର ତପସ୍ୱିନୀ ତାଙ୍କ ସ୍ତ୍ରୀ ବୋଲି ସ୍ବୀକାର କରିଥିଲେ ସୁମିତ

https://youtu.be/oyjU8WPkIYU

Leave a Comment