ଭାଇରାଲ ଭିଡିଓ

Bangladesh ବର୍ଡର ରେ ନିୟୋଜିତ ସହ ସହ ଓଡ଼ିଆ ଝିଅ, video ଦେଖିଲେ ରୁମ ଟାଙ୍କୁରି ଉଠିବ

ଇଣ୍ଡିଆ ଓ ବାଂଲାଦେଶ ବର୍ଡର୍ ରେ ଜଗିଛନ୍ତୀ ଓଡ଼ିଆ ଝିଅ। ୧୫୮ର ବାହିନୀ ଅଟେ।ସୀମା ସୁରକ୍ଷା ବଳର ୟୁନିଟ୍।କଲ୍ୟାଣୀ ର ଲୋକେସନ୍ ଏବଂ ଏହା ହରିଦାସ ପୂର ଅଣ୍ଡର ରେ ଜୟନ୍ତପୁରୁ ରେ ଆସିଥାଏ।ଜୟନ୍ତ ପୁରରେ ଦୁଇ ତିନି ଟି ଗେଟ୍ ରହିଛି ସେଇପଟେ ଲୋକମାନେ ଯିବା ଆସିବା କରିଥାନ୍ତି।

ସେଥିପାଇଁ ଜଣେ ମହିଳା କନେଷ୍ଟବଳ ଙ୍କୁ ଚେକ୍ କରିବା ପାଇଁ ରଖାଯାଇଛି।ଏଠାରେ ୧୨ଘଣ୍ଟା କାମ କରୁଛନ୍ତି।କିନ୍ତୁ ବର୍ଡର ରେ ୨୪ ଘଣ୍ଟା ଯବାନ ମାନେ ରହୁଛନ୍ତି।ସିନିୟର୍ ମାନଙ୍କୁ ଆଦେଶ ଦିଆ ଗଲେ ମହିଳା କନେଷ୍ଟବଳ ଙ୍କୁ ଆଦେଶ ଦେଇଥାନ୍ତି ।ତାପରେ ଏମାନେ ଚେକ୍ କରିଥାନ୍ତି।ଏବେ ୩୬ ଜଣ ମହିଳା କନେଷ୍ଟବଳ କାମ କରୁଛନ୍ତି।

କିନ୍ତୁ ହରିଦାସ ପୁରରେ ୭ ଜଣ ମହିଳା କନେଷ୍ଟବଳ ରହିଛନ୍ତି।ସେଠାକାର ଲୋକମାନେ ସପୋର୍ଟ କରୁନାହାନ୍ତି। ଯଦି କିଏ ନିଶାସେବନ କରୁଛନ୍ତି ସେମାନଙ୍କୁ ମନା କରିଲେ ରାଗିଯାଉଛନ୍ତି।ଯେତେ ଅସୁବିଧା ହେଉ ବର୍ଷା ହେଲେ, ଶୀତ ହେଲେ ମଧ୍ୟ ସେମାନେ ତାଙ୍କ ଡିୟୁଟି କରିଥାନ୍ତି।

ସେଠାରେ ତାଙ୍କ ପାଇଁ ଶୌଚାଳୟ ର ସୁବିଧା ନାହିଁ।୧୨ ଘଣ୍ଟା ଛିଡ଼ା ହୋଇ ତାଙ୍କ କାମ କରୁଛନ୍ତି।ସେମାନେ ୧୦ ବର୍ଷ ହୋଇଗଲାଣି କାମ କରୁଛନ୍ତି।କେଉଁ ଲୋକ ଭାରତୀୟ ଓ କେଉଁ ଲୋକ ବାଂଲାଦେଶ ଦେଶର ସେମାନେ ଜାଣି ପାରୁଛନ୍ତି।ତାଙ୍କର ବ୍ୟବହାରରୁ ,ଚାଲିଚଳନ ରୁ ଜାଣିଛନ୍ତି।

Leave a Reply

Your email address will not be published. Required fields are marked *