ମନୋରଞ୍ଜନ

ସ୍ତ୍ରୀ କରୁଥିଲା ଖେଳ, ଲୁଚି ଦେଖୁଥିଲା ସ୍ବାମୀ.. ହଠାତ୍ କବାଟ ଖୋଲି ଦେଲା ରୁ… ଦେଖନ୍ତୁ viral video..

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।ସ୍ବାମୀ ଘରେ ନ ଥିବା ସମୟରେ,ସ୍ତ୍ରୀ ତାଙ୍କ ପୁରୁଣା ପ୍ରେମିକ ଙ୍କୁ ଡାକି କରୁଥିଲେ ପ୍ରେମ।କିନ୍ତୁ ଠିକ୍ ସେତିକିବେଳେ ସ୍ବାମୀ ଜଣଙ୍କ ଘରକୁ ଆସିଥିଲେ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସ୍ବାମୀ ଜଣଙ୍କ ଆସି ସେ ପ୍ରେମିକ କୁ ମାରିଥିଲେ

ୟୁ ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି।କେତେକ ଲୋକଙ୍କୁ ଭଲ ଲାଗିଥାଏ ତ ଆଉ କେତେ ଜଣଙ୍କୁ ଭଲ ଲାଗିନଥାଏ।ଲୋକମାନେ ସେହି ଭିଡିଓ ଦେଖି ହସି କରି ଲାଇକ କରନ୍ତି।ଯେଉଁଠି ପାଇଁ ଭିଡିଓ ଟି ଭାଇରାଲ ହୋଇଥାଏ।

ପାଖରେ ଥାଇ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ପାଟି ମଧ୍ୟ କରୁଛନ୍ତି।ମହିଳା ଜଣଙ୍କ ବିବାହିତ।ସ୍ବାମୀ ଯେତେବେଳେ କାମରେ ଯାଇଥାନ୍ତି ସେତିକିବେଳେ ଏହି ମହିଳା ତାଙ୍କ ପ୍ରେମିକଙ୍କୁ ଡାକିଥନ୍ତି।ଏସବୁ ସ୍ବାମୀ ଜାଣିନଥିଲେ।କିନ୍ତୁ ଏବେ ସ୍ତ୍ରୀ ଲୋକଟି ଓ ପ୍ରେମିକ ଧରା ପଡିଛନ୍ତି।ଏମିତି ଘଟଣା ଦେଖି ସ୍ବାମୀ ଆସି ଗଣ୍ଡଗୋଳ କରିଥିଲେ।

ଆଜି କାଲି ଦୁନିଆରେ ମହିଳା ମାନେ ଏପରି କାମ କରୁଛନ୍ତି ଯାହାକି ଆପଣମାନେ ବିଶ୍ୱାସ କରିପାରିବେ ନାହିଁ।କିଛି ମହିଳା ଅଛନ୍ତି ଯିଏ କି ଆଉ କାହାକୁ ଭଲ ପାଇଥାନ୍ତି।ବାହାହେବା ପୂର୍ବରୁ ଯାହାକୁ ଭଲ ପାଇଥିବେ,ବାହା ହେବା ପରେ ମଧ୍ୟ ତାଙ୍କ ସହିତ ସମ୍ପର୍କ ରଖିଥାନ୍ତି।

Leave a Reply

Your email address will not be published. Required fields are marked *