ପଶ୍ଚିମ ବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ କିଏ ବା ନଜାଣେ, କେନ୍ଦ୍ର ସହ ଟକ୍କର କରି ନିଜ ଶାସନ ଚଲେଇଥିବା ମମତା ଦିଦି ଏବେ ଦଶହରା ରେ ମା ଦୁର୍ଗା ଙ୍କ ସ୍ଥାନ ରେ ପୂଜା ପାଇବେ, ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ କଲିକତା ବାସୀ ଦିଦି ଙ୍କୁ ଏମିତି ପୂଜା କରିବାକୁ ନିଷ୍ପତି ନେଇଛନ୍ତି
ତାଙ୍କ ର ଏକ ମୂର୍ତ୍ତି କରି ୧୦ ଟି ହାତ ସହ ଅବିକଳ ମା ଦୁର୍ଗା ଙ୍କ ଲୁକ୍ ଦେଇଛନ୍ତି, ଜାଣି ହେଉନି ମା ଦୁର୍ଗା କି ମମତା, ହୁଏତ ବଙ୍ଗାଳୀ ମାନେ ଭାବୁଛନ୍ତି ମମତା ଦିଦି ତାଙ୍କ ପାଇଁ ଦୁର୍ଗ ର ରୂପ ବୋଧେ
ତେବେ ଏହା ପ୍ରଥମ ଥର ନୁହେଁ, ୟା ଆଗରୁ ବି ମମତା ଦିଦି ଙ୍କ ପାଇ ଏମିତି ମୂର୍ତ୍ତି କରା ଯାଇଥିଲା, କଲିକତା ଏୟାର ପୋର୍ଟ ଠାରେ ତାଙ୍କ ଏହି ପ୍ରତିମୂର୍ତ୍ତି କର ଯାଇଛି ଯାହା ଏବେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି
ତେବେ ପରିପକ୍ଷ ବିଜେପି ର କିଛି ମନ୍ତ୍ରୀ ଏହା କୁ ଦୃଢ଼ ଭାବେ ବିରୋଧ କରିବା ସହ ଏପରି ମା ଙ୍କ ମୂର୍ତ୍ତି ସହ ମମତା ଙ୍କୁ ତୁଳନା କରିବା ଭୁଲ ଆଉ ଯଥାଶୀଘ୍ର ମୂର୍ତ୍ତି କୁ ଭଙ୍ଗା ଯାଉ ବୋଲି ପ୍ରତିବାଦ କରିଛନ୍ତି,
This deification of Mamata Banerjee, who has blood of innocent Bengalis on her hand, following the gruesome post poll violence in Bengal, is nauseating. This is an insult to goddess Durga. Mamata Banerjee must stop this. She is hurting the sensibilities of Hindus of Bengal. https://t.co/1px1OqsFWA
— Amit Malviya (@amitmalviya) September 2, 2021
ଏହି ପ୍ରତିମୂର୍ତ୍ତି କଲିକତା ର ନାଜ୍ ରୁଲ ପୂର୍ ରେ ଉନ୍ମୋଚନ କର ଯିବ ଆଉ ପୂଜା ଶେଷ ରେ ଏହା ବିସର୍ଜନ ହେବନି ତଥା କ୍ଳବ୍ ଘରେ ରହିବ ବୋଲି ମଣ୍ଡପ ଆୟୋଜକ ସୂଚନା ଦେଇଛନ୍ତି, ସବୁଠୁ ହାସ୍ୟାସ୍ପଦ କଥା ଏଇଆ କି ଏଥିରେ ମମତା ଦିଦି ଙ୍କ ହାତରେ ଅସ୍ତ୍ର ଶସ୍ତ୍ର ନ ରହି ରହିବ ରାଜ୍ୟ ର ୧୦ ଟି ଯୋଜନା ଯାହା ଲୋକ ମାନଙ୍କୁ ସୂଚନା ଦେବା ଉଦେଶ୍ୟ ରେ ହେବ