ୟୁ ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି। କେତେକ ଲୋକଙ୍କୁ ଭଲ ଲାଗିଥାଏ ତ ଆଉ କେତେ ଜଣଙ୍କୁ ଭଲ ଲାଗିନଥାଏ। କିଏ ଖାଇବା ଖାଇ ପୋଷ୍ଟ କରୁଛନ୍ତି,କିଏ ଗୀତ ଗାଇ ପୋଷ୍ଟ କରୁଛନ୍ତି।
ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାର ନାଚ ଦେଖିଥିବେ। କେବେ କେବେ ସମସ୍ତେ ମିଶି ନାଚିଥାନ୍ତି ସେହି ଭିଡିଓ ପୋଷ୍ଟ କହିଥାନ୍ତି। ଏହି ନାଚ ଭିଡିଓଗୁଡିକ ବହୁତ ମାତ୍ର ରେ ଲୋକଙ୍କୁ ପସନ୍ଦ ଆସିଥାଏ ଏବଂ ଭାଈରାଲ୍ ହୋଇଥାଏ।ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକି ଜଣେ ମହିଳା ନାଚୁଛନ୍ତି।
ସେ ମହିଳା ଜଣଙ୍କ ଏମିତି ନାଚୁଛନ୍ତି ଯେ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେ ମହିଳା ଜଣଙ୍କ କିନ୍ତୁ ବହୁତ୍ ମଜା ରେ ନାଚୁଛନ୍ତୀି। ସେ ନିଜେ ନାଚି ଭିଡିଓ କରିଥିଲେ ଓ ସେହି ଭିଡ଼ିଓ ଟି ପୋଷ୍ଟ କରିଥିଲେ। ତାଙ୍କ ଘରେ ଏମିତି ଦମଦାର ଠୁମକା ଲଗାଇ ନାଚି ମହିଳାଜଣଙ୍କ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛନ୍ତି।
https://youtu.be/Gy2cZqb2BZ4
ସେହି ଭିଡ଼ିଓ ରେ ଦୁଇଟି ଛୁଆ ମହିଳା ଜଣଙ୍କ ନାଚିଲା ବେଳେ ଏପଟ ସେପଟେ ହେଉଛନ୍ତି। ଜଣେ ପୁଅ ଆଉ ଜଣେ ପୁଅକୁ କ୍ୟାମେରା ସାମ୍ନାରୁ ନେଇଯାଉଛି ଓ ଘରର ଗୋଟିଏ କୋଣରେ ଛିଡ଼ା ହୋଇ ସିଏ ମଧ୍ୟ ଖୁସିରେ ନାଚୁଛନ୍ତି। ଆଉ ଜଣେ ଝିଅ ତା ଓଢଣି ଟି କ୍ୟାମେରା ସାମ୍ନାରେ ଉଡାଉଛି। ବିଭିନ୍ନ ପ୍ରକାର ଗୀତରେ ମହିଳା ଜଣଙ୍କ ଖୁବ୍ ସୁନ୍ଦର୍ ନାଚୁଛନ୍ତି।