ଦୃତ ଗତିରେ Viral ହେଉଛି ଏହି ଭିଡିଓ ଦେଖନ୍ତୁ ଏହି ଯୁବତୀ ଙ୍କ ସହ ଘଟିଲା ଏମିତି ଘଟଣା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ସେ ଭିଡ଼ିଓ ମଧ୍ୟରୁ ଆଜିର ଭିଡିଓ ଟି । ତେବେ ଆଜିର ଭିଡିଓ ରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ ।

ଦୃଶ୍ୟ ଟି ହେଉଛି ଏକ ବିବାହ ପୂର୍ବ ର ମୁଦି ପିନ୍ଧା ର ଦୃଶ୍ୟ ଯେଉଁଥିରେ ଝିଅ ପୁଅକୁ ଏବଂ ପୁଅ ଝିଅକୁ ମୁଦି ପିନ୍ଧାଇଛି । ପ୍ରଥମେ ଝିଅ ପୁଅ କୁ ମୁଦି ପିନ୍ଧାଇଛି ଏବଂ ପରେ ମୁଦି ପିନ୍ଧାଇବା ପରେ ଝିଅଟି ପୁଅ କୁ ମୁଣ୍ଡିଆ ମାରୁଚି ।

ଏହାପରେ ପୁଅ ପାଳି ପୁଅ ମଧ୍ୟ ଝିଅକୁ ମୁଦି ପିନ୍ଧାଇ ସାରି ତାକୁ ମୁଣ୍ଡିଆ ମାରୁଚି । ଏହା ଦେଖି ପୁଅ ର ବାପା ପୁଅ କୁ ପଛ ପଟୁ ବାଡାଉଛନ୍ତି । ଏହା ଦେଖି ସମସ୍ତେ ହସିବାକୁ ଲାଗିଥିବା ବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଧରିଛି ।

ଦେଖନ୍ତୁ ଏହି ଭିଡିଓ ଏବଂ ଆପଣଙ୍କୁ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏହାକୁ ଭାରତରେ ଅଧିକ ମାତ୍ରାରେ ଲୋକ ଦେଖି ସାରିଥିବା ବେଳେ ସମସ୍ତେ ହସି ହସି ବେଦମ ହୋଇ ସାରିଲେଣି ।

https://youtu.be/gMa0l01s4JQ

 

Leave a Comment