Viral video :ଆପଣ ଜାଣିଲେ ମୁଣ୍ଡ ରେ ହାତ ଦେବେ, ରସିକିଆ ରାଜମିସ୍ତ୍ରୀ ସଙ୍ଗେ ଘର ର ଦୁଇ ବୋହୂ ଫେରାର

ପଶ୍ଚିମବଙ୍ଗରୁ ହାୱାଦା ରେ ଏକ ଅଜବ ଘଟଣା ଘଟିଛି।ହାୱାଦା ନିଶ୍ଚିନ୍ତା ପୋଲିସ ଷ୍ଟେସନ ଅଞ୍ଚଳରେ ଦୁଇ ଜଣ ରାଜ ମିସ୍ତ୍ରୀ ଜଣଙ୍କ ଘରେ ମରାମତି କାମ କରିବା ପାଇଁ ଯାଇଥିଲେ।ଯେତେବେଳେ ସେମାନେ ଘରର ମରାମତି କାମ କରୁଥିଲେ ଘର ଭିତରେ ଦୁଇ ମହିଳାଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା।

ଉଭୟ ରାଜ ମିସ୍ତ୍ରୀ ଓ ଘରର ଦୁଇ ଜଣ ମହିଳା ପରସ୍ପର ସହିତ କଥା ହେଉଥିଲେ। ଭଲ ବନ୍ଧୁତ୍ୱ ହୋଇଯାଇଥିଲା।ତାପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଯିବା ପରେ ସେମାନେ ନିଜେ ମଧ୍ୟ ଜାଣିନଥିଲେ।ଏହାପରେ ରାଜା ମିସ୍ତ୍ରୀ ତାଙ୍କୁ ତାଙ୍କ ଘରକୁ ନେଇଗଲେ।

ଏବଂ ଗୋଟେ ଦିନ ପରେ ଘରୁ ବାହାରି ମୁମ୍ବାଇ ଚାଲିଗଲେ।ଯେତେବେଳେ ଏହି ଘଟଣା ସମ୍ପର୍କରେ ଅଭଯୋଗ ପୋଲିସ ଷ୍ଟେସନ ରେ ପହଞ୍ଚିଥିଲା।ସେତେବେଳେ ପୋଲିସ ଏହି ଅଭିଯୋଗର ପଞ୍ଜିକରଣ କରିଥିଲେ।ଯାହାପରେ ପୋଲିସ ଘଟଣାର ତଦନ୍ତ କରିଥିଲେ।

https://youtu.be/1P5ako7otRo

 

ପୋଲିସଙ୍କ କହିବା କଥାନୁଯାୟୀ ଘଟଣାଟି ସାମ୍ନାକୁ ଆସିଛି।ପୋଲିସ ରାଜ୍ ମିସ୍ତ୍ରୀ ଙ୍କ ଘରେ ପହଞ୍ଚିଥିଲେ।କିନ୍ତୁ ସେତେବେଳକୁ ପଲେଇଥିଲେ।ଏହାପରେ ସ୍ଥାନୀୟ ପୋଲିସ ସେମାନଙ୍କ ପ୍ରକୃତ ସ୍ଥାନ ଜାଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଏକ ସ୍ବତନ୍ତ୍ର ଟିମ୍ କରାଯାଇଛି।ଘରର ବଡ ବୋହୂ, ସାନ ବୋହୁ ଓ ୬ ବର୍ଷର ଶିଶୁ ପଳେଇ ଯାଇଛନ୍ତି।

Leave a Comment