ଭାଇରାଲ ଭିଡିଓ

Viral video – ଯେତେବେଳେ ସ୍ଵାମୀ କୁ ଛାଡି ରାତି ଅଧରେ ପ୍ରେମିକ ପାଖକୁ କଲେ ଭିଡିଓ କଲ ସେତେବେଳେ ଘଟିଲା ଏମିତି ଦେଖନ୍ତୁ ଏହି ଭିଡିଓ

ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଅତି ପବିତ୍ର ଏବଂ ଅତି ଘନିଷ୍ଟ । ସ୍ବାମୀ ସ୍ତ୍ରୀ ଙ୍କ ଭଳି ପବିତ୍ର ସମ୍ପର୍କ ଆଗରେ ସବୁକିଛି ଫିକା । କିନ୍ତୁ କେତେଜଣ ସ୍ଵାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କ ବିଷୟରେ ଅବଗତ ନଥାନ୍ତି । ଯାହା ଫଳରେ ନିଜ ଦାମ୍ପତ୍ୟ ଜୀବନରେ ବିଷାକ୍ତ ସୃଷ୍ଟି କରନ୍ତି ।

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ କିଛି ଦେଖା ଯାଇଥିଲା । ଯାହା ମଧ୍ୟରୁ ଆଜିର ଦୃଶ୍ୟ ଟି । ଆଜିର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଲଜ୍ୟା ଅନୁଭବ କରିବେ । ଭିଡିଓ ରେ ଦେଖିବାକୁ ମିଳିଛି ଅଧ୍ର ରାତିରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡି ନିଜ ପୁରୁଣା ପ୍ରେମିକ କୁ ଭିଡିଓ କଲ କରିଛି ।

ଏବଂ ରାତିରେ ତାଙ୍କ ସହ ମଧ୍ୟ କଥା ହଉଛନ୍ତି । ଏହି ସମ୍ପର୍କରେ ସ୍ଵାମୀ ମଧ୍ୟ ଅବଗତ ନଥିଲେ ଯାହା ଫଳରେ ସ୍ତ୍ରୀ ପ୍ରତ୍ୟକ ଦିନ ଏପରି କରି ଆସୁଥିଲେ । କିନ୍ତୁ ସ୍ତ୍ରୀ ଙ୍କ ଏପରି କରିବାର କଳା ସତ ବେଶୀଦିନ ଲୁଚି ପାରିଲା ନାହିଁ । ତେବେ ଏହି କ୍ଷେତ୍ରରେ କୌଣସି ମତେ ଦୁହିଁଙ୍କ ଭିଡିଓ ହୋଇଯାଇଛି ।

ଏବଂ ସେହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମସ୍ତେ ଏହି ଭିଡିଓ କୁ ଦେଖିବା ପରେ ଖୁବ୍ ଲଜ୍ୟା ଅନୁଭବ କରିବା ସହ ଏହିପରି କରିବା ସମ୍ପୂର୍ଣ ରୂପେ ଭୁଲ ବୋଲି ମତ ରଖିଛନ୍ତି ।

 

Leave a Reply

Your email address will not be published. Required fields are marked *