ରାଜ୍ୟ ଖବର

ଠିଆ ହେଇ ପାଣି ପିଇଲେ ଶରୀର କୁ ହେଇଥାଏ ଏମିତି କ୍ଷତି ଆପଣ ଭାବି ପାରିବେନି, ଦେଖନ୍ତୁ ଭିଡିଓ

ଜଳ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ।ମଣିଷ ବିନା ପାଣିରେ ଜୀବନ ଧାରଣ କରିବା ଅସମ୍ଭବ ହୋଇଥାଏ।ମନୁଷ୍ୟ ଯେତିକି ପାଣି ଆବଶ୍ୟକ ପି ଇ ଥାନ୍ତି।ପାଣି ଶରୀରରେ ୭୦ ପ୍ରତିଶତ ରହିଛି।ଶରୀରରେ ସମସ୍ତ ବର୍ଯ୍ୟ ବସ୍ତୁ କୁ ନିଷ୍କାସନ କରିବା ପାଇଁ ପାଣିର ସବୁଠାରୁ ବଡ ଅବଦାନ ରହିଛି।ପାଣି ସମସ୍ତଙ୍କ ଶରୀରର ରକ୍ତରେ ଆବର୍ଜନା ହାରକୁ ନିୟନ୍ତ୍ରଣ କରିଥାଏ।ରକ୍ତର ଅମ୍ଳଜାନ ଏବଂ କ୍ଷାର ର ନିୟନ୍ତ୍ରଣ ହୋଇଥାଏ।

 

ସୁସ୍ଥ ମଣିଷ ହେବାକୁ ହେଲେ ୪ ରୁ ୬ ଲିଟର ପାଣି ପିଇବା ଆବଶ୍ୟକ।ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ।ଜଣେ ମଣିଷ ରାତିରେ ସୋଇ ସକାଳୁ ଉଠି ଅଧୁଆ ମୁହଁରେ ପାଣି ପିଅନ୍ତି ତେବେ ମୁହଁର ଚମକ୍ ଦେଇଥାଏ।ଏହାଦ୍ବାରା ହୃଦଜନିତ ରୋଗ ଦୂର ହୋଇଥାଏ।ଏହି ପାଞ୍ଚଟି ନିୟମ ଯଦି ପାଳନ କରିବେ ତେବେ କୌଣସି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ନଥାଏ।

(୧)ସକାଳୁ ଉଠି ଅଧୂଆ ମୁହଁରେ ପାଣି ପିଇଲେ ଶରୀରର ସମସ୍ତ ବର୍ଜ୍ୟବସ୍ତୁ ବହାରିଯାଏ।(୨)ଶୋଇବା ପୁର୍ବରୁ ପାଣି ପିଇଲେ ଓଠ ନରମ ରହିଥାଏ।(୩)ସନ୍ଧ୍ୟାବେଳେ ଖାଇବା ପୂର୍ବରୁ ପାଣି ପିଇଲେ ମୋଟପଣ କମିଯାଏ।(୪)ଖାଉଥିବା ସମୟରେ କମ୍ ପାଣି ପିଇ ଲେ ଏସିଡି ରୁ ମୁକ୍ତି ମିଳିଥାଏ।(୫)ସକାଳୁ ଖାଲି ପେଟରେ ପାଣି ପିଇଲେ ଶରୀରର ସମସ୍ତ ରୋଗ ନାଶ ହୋଇଥାଏ।

ଠିଆ ହୋଇ ପାଣି ପିଇଲେ କଣ ହୋଇଥାଏ ଜାଣନ୍ତୁ।(୧)ଠିଆ ହୋଇ ପାଣି ପିଇବା ଦ୍ଵାରା ଶରୀର ଉପରେ ବହୁତ କୁପ୍ରଭାବ ପଡେ।(୨)ଶରୀରର ପାଚକ ତନ୍ତ୍ର କ୍ଷତି କାରକ ହୋଇଥାଏ।(୩)କିଡନୀ ରୋଗ ହୋଇଥାଏ।(୪)ଅପଚର ଭଳି ସମସ୍ୟା ହୋଇଥାଏ। ଛାତି ଓ ହୃଦୟରେ ଜଳନ ଅନୁଭବ ହୋଇଥାଏ।ଆହୁରି ଅନେକ ରୋଗ ହୋଇଥାଏ।ବସିକି ପାଣି ପିଇଥିଲେ ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *