ମନୋରଞ୍ଜନ

ପ୍ରଥମେ ଟଙ୍କା ଆଉ ଏବେ ସୁନା । ଯେତେ ଖୋଳିଲେ ସେତେ ବାହାରୁଛି ! ଟଙ୍କା ପରେ ସୁନା ଆଡ଼କୁ ମୁହାଁଇଛି ଆୟକର ବିଭାଗ ।

60 କେଜି ସୁନା ବାହାରିଛି ଆହୁରି ଅଛି । ମାଟି ତଳେ ପୋତା ହୋଇଛି ବିପୁଳ ପରିମାଣର ସୁନା । ମେଟାଲ ଡିକ୍ଟେଟର ଲଗାଯାଇ ଖୋଲାଯିବ । ହଁ ଦର୍ଶକ ବନ୍ଧୁ ପ୍ରଥମେ ତାଙ୍କ ଆଉ ଏବେ ସୁନା ବାହାରିଛି । ଟଙ୍କା ଗଣତି ପରେ ସୁନା ଆଡକୁ ମୁହାଁଇଛି ଆୟକର ବିଭାଗ । ବାହାରିଲାଣି 400 କୋଟିରୁ ଅଧିକ ଟଙ୍କା । ଦୀର୍ଘ 5 ଦିନ ହେବ ଟଙ୍କା ଗଣତି ଚାଲିଛି । ତଥାପି ଆହୁରି ଚାଲିଛି ତଦନ୍ତ । ଆଉ ଏବେ ବାହାରିଛି ସୁନା ବିସ୍କୁଟ ସହ ସୁନା ଗହଣା ।

60 କେଜିରୁ ଅଧିକ ସୁନା ବାହାରିଥିବା ଲୋକେ କହୁଛନ୍ତି । ଆହୁରି ସୁନା ମାଟି ତଳେ ଅଣ୍ଡର ଗ୍ରାଉଣ୍ଡ କରି ରଖା ଯାଇଥିବା ନେଇ ଏବେ ଚର୍ଚ୍ଚା ହେଲାଣି । ଏହା ମଧ୍ୟ ଚର୍ଚ୍ଚା ହେଉଛି କି ମେଟାଲ ଡିକ୍ଟେଟର ଲଗାଇ ଖୋଳା ଯାଇପାରେ ଯେଉଁଠି ଟଙ୍କା ବାହାରିଛି । ଲିକର କିଂ ସହ ସାଂସଦ ଧୀରଜ ସାହୁ ଏବେ ହରଡ ଘଣାରେ ପଡିଛନ୍ତି । ବଲାଙ୍ଗୀର ରେ ଥିବା ତାଙ୍କର ମଦ ଦୋକାନରୁ ମିଳିଛି 400 କୋଟିରୁ ଊର୍ଦ୍ଧ ଟଙ୍କା ।

ଆଉ ଏବେ ସୁନା ଉପରେ ଚଢାଉ ଚାଲିଛି । ବ୍ଯାଙ୍କ ଲକର ରୁ ମିଳିଛି ପୁଳା ପୁଳା ସୁନା । ସୁନା ବିସ୍କେଟ ସହ ମିଳିଛି ଅଳଙ୍କାର । ଯେଉଁଠି 400 କୋଟିରୁ ଊର୍ଦ୍ଧ ଟଙ୍କା ମିଳିଛି ଏଠାରେ ଏତେ କମ ସୁନା ମିଳି ପାଇବା ବୋଲି ଚିନ୍ତା କରୁଛନ୍ତି ଆୟକର ବିଭାଗ । ଏବେ ସବୁଠି ଚର୍ଚ୍ଚା ହେଉଛି କି ଧିରାଜ ସାହୁ କୁଆଡେ ମାଟି ତଳେ ସୁନା ଲୁଚାଇ ରଖିଛନ୍ତି । ମେଟାଲ ଡିକ୍ଟେଟର ଲଗାଇ ସୁନା ଖୋଳାଯିବ ।

ସୁନାର ସନ୍ଧାନ ମିଳିଲେ ମାଟି ଖୋଳା ଯାଇ ସୁନା କୁ ବାହାର କରାଯିବ । ସେଥିପାଇଁ ମଦ ଦୋକାନକୁ ଯାଞ୍ଚ କରା ଯାଉଛି । ସୁନାର ସନ୍ଧାନ ମିଳିବା ମାତ୍ରେ ଖୋଳାଯିବ ମାଟି । ଯଦି ଦେଖିବା ଧିରଜ ସାହୁ ହେଉଛନ୍ତି ଜଣେ ସାଂସଦ । ଆଗକୁ ନିର୍ବାଚନ ସୁଥିବାରୁ ଏହି ଟଙ୍କା ଗୁଡିକୁ ବୋଧ ହୁଏ ଖର୍ଚ୍ଚ କରିଥାନତେ । ନିର୍ବାଚନ ପୂର୍ବରୁ ସବୁ ଟଙ୍କା କୁ ଜବତ କରିଛି ଆୟକର ବିଭାଗ ।

176 ଟି ବ୍ଯାଗରେ ଥିଲା 400 କୋଟି ରୁ ଅଧିକ ଟଙ୍କା । ଯାହାକୁ ଗଣତି କରିବା ପାଇଁ 5 ଦିନରୁ ଅଧିକ ସମୟ ଲାଗିଥିଲା ବ୍ଯାଙ୍କ କର୍ମଚାରୀ ଙ୍କୁ । 50ରୁ ଅଧିକ ବ୍ଯାଙ୍କ କର୍ମଚାରୀ 25 ଋ ଅଧିକ ମେସିନରେ ଟଙ୍କା ଗଣୁ ଥିଲେ । ତେବେ ଟଙ୍କା ଗୁଡିକୁ ଏବେ ଷ୍ଟ୍ରଙ୍ଗ ରୁମରେ ସଂପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି । ସ୍ପେଶାଲ ଫୋର୍ସ ବନ୍ଧୁକ ଧରି ଟଙ୍କା ରହିଥିବା ଜାଗାରେ ନିୟୋଜିତ ରହିଛନ୍ତି ପୋଲିସ ଅଧିକାରୀ ମାନେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *