ଭୟଙ୍କର ଦୃଶ୍ୟ ଚାହୁଁ ଚାହୁଁ ଖସିଲା ପାହାଡ ଚାଲିଗଲା ୭ ଜୀବନ ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

ଜଳପ୍ରପାତ ତଳେ ବୋଟିଂ ବେଳେ ଅଘଟଣ ଘଟିଛି।ପାହାଡର ଏକ ଅଂଶ ଭସିବାରୁ ୭ ଜଣ ଲୋକଙ୍କ ମୃ-ତ୍ୟୁ ହୋଇଛି।ଦକ୍ଷିଣ ପୂର୍ବ ବ୍ରାଜିଲ ର କ୍ଯପିଟିଆଲ ସ୍ଥିତି ହ୍ରଦରେ ଏହି ଅଘଟଣ ଘଟିଛି।

ବୋଟିଂ କରିଲା ବେଳେ ପାହାଡ ଭାଷିବାରୁ ଦୁଇଟି ବୋଟ ସହିତ ଆନନ୍ଦ ଉଠାଉ ଥିବା ପର୍ଯ୍ୟଟକ ମାନଙ୍କ ଉପରେ ପଥର ମାଡ଼ ହୋଇଥିଲା।

ଏଥିପାଇଁ ୭ ଜଣଙ୍କ ମୃ-ତ୍ୟୁ ହୋଇଥିଲା।କିନ୍ତୁ ସେଠାରେ ଆଉ ତିନି ଜଣ ଲୋକ ନିଖୋଜ ଅଛନ୍ତି।ଏହି ପାହାଡ ଭାଷିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେଠାକୁ ଆସିଥିବା ପର୍ଯ୍ୟଟକ ମାନେ ଡରି ଯାଇ ପ୍ରାଣ ବିକଳରେ ଚିତ୍କାର କରୁଥିବା ଭିଡିଓ ରୁ ଦେଖିବାକୁ ମିଳିଛି।ବହୁତ୍ ଲୋକ ଏହି ଦୃଶ୍ୟ ଦେଖି ଡରି ଯାଇଛନ୍ତି ।

ଯେଉଁ ମାନେ ନିଖୋଜ ହୋଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ନିୟୋଜିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

https://youtu.be/L6phHDWyWFg

ଲୋକ ବହୁ ଆନନ୍ଦରେ ବୁଲିବା ପାଇଁ ସେହି ଜାଗାକୁ ଆସିଥିଲେ। ସେଠାରେ ଗତ ଦୁଇ ସପ୍ତାହ ହେଲାଣି ସଂପୃକ୍ତ ଅଞ୍ଚଳରେ ବର୍ଷା ହେବା ପରେ ପାହାଡ ନରମ ହୋଇ ଭାସିବାର କୁହାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top