ସାଧାରଣତଃ ସମସ୍ତଙ୍କ ମନରେ ଦୟା କ୍ଷମା ଥାଏ । କିନ୍ତୁ ଦୁନିଆରେ ଖୁବ୍ କମ ଲୋକ ଥାନ୍ତି ଯିଏ କି ଅନ୍ୟର ପେଟକଥା ବୁଝିପାରନ୍ତି । ସେହି କମ୍ ଲୋକଙ୍କ ମଧ୍ୟରୁ ଆଜି ଆମେ ପାଇଛୁ ମାଙ୍ଗାଲୋର୍ ରଜନୀ ଙ୍କୁ ।
ଯିଏ କି ଯିବ ଜନ୍ତୁ ଙ୍କ ପାଇଁ ବଞ୍ଚିଛନ୍ତି ଏବଂ ସାରା ଜୀବନ ତାଙ୍କରି ପାଇଁ ଉତ୍ସର୍ଗ କରିଛନ୍ତି । ବିଲେଇ କୁକୁର ତଥା ଅନ୍ୟାନ୍ୟ ଜୀବ ଜନ୍ତୁ ଙ୍କ ପାଲଟି ଯାଇଛନ୍ତି ମା । ଆହତ ଜୀବଜନ୍ତୁ ଙ୍କୁ ଉଦ୍ଧାର କରି ସେବା କରନ୍ତି ତାଙ୍କ ଅବସ୍ଥା ବେଶୀ ଖରାପ ହେଲେ ନେଇ ଚାଲି ଯାଆନ୍ତି ମେଡିକାଲ ।
୮୦୦ ବୁଲା କୁକୁର ମାନଙ୍କ ପାଇଁ ସବୁଦିନ ରୋଷେଇ କରି ତାଙ୍କୁ ପେପର ପ୍ଲଟ ରେ ଖାଇବାକୁ ଦିଅନ୍ତି ଯେମିତି ସମସ୍ତେ ପେଟପୁରା ଖାଇ ପାରିବେ ।
ଅଧିକାଂଶ ଲୋକେ ସମସ୍ତ ଜୀବନରେ ସ୍ୱର୍ଥପାଇଁ କାର୍ଯ୍ୟ କରୁଥିବା ବେଳେ ରଜନୀ ନିଶ୍ୱର୍ଥପର ଭାବେ ଏହି ସେବା କାର୍ଯ୍ୟ କରି ଆସୁଛନ୍ତି । ରଜନୀ ଙ୍କ ପାଇଁ ହୃଦୟରୁ ଗୋଟିଏ ସେଆର୍ ନିଶ୍ଚିନ୍ତ କରିବେ । ଧନ୍ୟବାଦ୍