ରାଜ୍ୟ ଖବର

ପୁଣି ଅଡିଓ ଜାରି କଲେ sumit – ଥରେ କହୁଥିଲି ଆଉ ଥରେ କହୁଚି ୭ ଜନ୍ମରେ Tapaswini ଙ୍କ ସହ ମିଳନ ସମ୍ଭବ ନୁହେଁ

ତପସ୍ଵିନୀ ସୁମିତ ମାମଲାରେ କୌଣସି ସଠିକ୍ ପରିସ୍ଥିତି ଅସିପାରୁ ନାହିଁ । ସୁମିତ ସଫା ସଫା ମନା କରିଦେଇଥିବା ବେଳେ ତପସ୍ୱିନୀ ଜୋର୍ ଧରିଛନ୍ତି ନ୍ୟାୟ ପାଇବା ପାଇଁ ।

ଜନସାଧାରଣ ଙ୍କ ପାଇଁ ଆଜି ରାସ୍ତା ଉପରୁ ଘର ବାରଣ୍ଡା ଯାଏ ଯାଇଛନ୍ତି ତପସ୍ୱିନୀ । ତେବେ ଶୀତ କାକର ରୁ ସିନା ରକ୍ଷା ପାଇଗଲେ କିନ୍ତୁ ସ୍ଵାମୀଙ୍କ ମନରେ ଏବଂ ଶାଶୁ ଶଶୁର ଙ୍କ ମନରେ ପ୍ରବେଶ କରିପାରିଲେନି ତପସ୍ୱିନୀ ।

ପୁଣି ସୁମିତ୍ ଏକ ଅଡିଓ ଜାରି କରିବା ସହ ସଫା ସଫା ମନା କରିଦେଇଛନ୍ତି ତପସ୍ୱିନୀ ଙ୍କ ସହ ରହିବା ପାଇଁ । କିନ୍ତୁ ତପସ୍ୱିନୀ ସୁମିତ ଙ୍କୁ ଅପେକ୍ଷା କରି ରହିଛନ୍ତି ।

ଜାନୁଆରୀ ୪ ରେ ଶୁଣାଣି ଥିବାରୁ ଶଶୁର ପ୍ରମୋଦ ସାହୁ ଙ୍କ ଘରେ ସେମିତି ବସି ରହିବେ ତପସ୍ୱିନୀ ବୋଲି ସ୍ପଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ସୁମିତ ସାମ୍ନାକୁ ଆସନ୍ତୁ ବୋଲି ଦାବି ରହିଥିବା ବେଳେ ସୁମିତ ସାମ୍ନାକୁ ଆସୁନାହାନ୍ତି । ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *