ରାଜ୍ୟ ଖବର

Subhasish Sarangi ଙ୍କ ଦୋଷ କଣ କାହିଁକି ଛାଡ଼ୁନି ପୋଲିସ ସତ କଥା ଜାଣିଲେ ପାଦତଳୁ ମାଟି ଖସିଯିବ

ପୋଲିସ ମାନେ ଲୁଚେଇ ଶୁଭାଶିଷ ସଦ୍ଧଙ୍ଗୀଙ୍କୁ ଗିରଫ କରିଛନ୍ତି।ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ନେଇ ଏବେ କାରାଗାର ରେ ଭର୍ତି କରିଛନ୍ତି।କେନ୍ଦ୍ରାପଡ଼ା ଆଇନ୍ ପୋଲିସ ଦାୟୀ ନା ଶୁଭାଶିଷ ସଢ଼ଙ୍ଗୀ ଦାୟୀ?ଏହି ଦାୟୀ ର କଥାକୁ ନେଇ କଣ ତର୍କ ରହିଛି ଜାଣନ୍ତୁ।

ଯେତେବେଳ ଜଣେ ସମାଜ ସେବୀ ଗୋରୁ ଗାଈ ଚାଲାଣ ହୋଇଛି ସେ ଗାଡ଼ିଟି ଅଟକାଇ ପୋଲିସ ଙ୍କୁ କଲ୍ କରିଥିଲେ।କର୍ମଚାରୀ ମଧ୍ୟ ଆସି ଛିଡା ହୋଇଛନ୍ତି।କିନ୍ତୁ ଗାଡ଼ି ଟା ଖସେଇ ଦିଆ ଯାଇଛି।

ପୋଲିସମାନେ କିଛି ପଇସା ଖାଉଛନ୍ତି।ସେଥିପାଇଁ ସେମାନଙ୍କୁ ଛାଡ଼ି ଦିଆଗଲା।ପ୍ରମାଣ ଥିଲା ଯେ ଶୁଭାଶିଷ ସଦ୍ଧଙ୍ଗୀ ଲାଇଭ ଆସି କହୁଛନ୍ତି ତାଙ୍କ ପାଖରେ ପ୍ରମାଣ ଅଛି ।କଣ ପ୍ରମାଣ ଅଛି ଲାଞ୍ଚ ସେ ମାଗିଛନ୍ତି ଏବଂ ଆରେଷ୍ଟ୍ କରିଛନ୍ତି।

ଯେତେବେଳ ଗୋ ମାତା ଚାଲାଣ ହେଉଛି ଓଡ଼ିଶାରୁ ବାହାରକୁ ଭାରତର ସଂସ୍କୃତି ଓ ପରମ୍ପରା ବୁଝିବା କଥା ଯେ ପୂଜା କରାଯାଇଥାଏ।

କାହିଁକି ମୁସଲିମମାନେ ଗୋ ଚାଲାଣ କରିବା ପାଇଁ ମନ କରୁଛନ୍ତି ଓ ତାଙ୍କୁ ସହଯୋଗ କରୁଛନ୍ତି ଆମ ହିନ୍ଦୁ ଧର୍ମ।ଓଡ଼ିଶା ସରକାର ଙ୍କ ଅଧିନରେ ଥିବା ପୋଲିସ କିମ୍ବା ଓଡ଼ିଶା ସରକାରଙ୍କ କୌଣସି ଦଳୀୟ କର୍ମଚାରୀ ମାନେ ସହଯୋଗ କରୁଛନ୍ତି।

ଗୋ ଚାଲାଣ ପାଇଁ କିଛି ଟା ହିନ୍ଦୁ ଧର୍ମ ର ଲୋକ ସହଯୋଗ କରୁଛନ୍ତି।କିନ୍ତୁ୯୯.୯% ଆଲି ର ଆଇଆଇସି କରୁଛନ୍ତି।କେତେ ଟଙ୍କା ଖାଇ ଶୁଭାଶିଷ ସଦ୍ଧାଙ୍ଗି ଙ୍କୁ କେସ ଚାଲାଣ କରୁଛନ୍ତି।

ଆଇଆଇସି ମ୍ୟାଦମ ଙ୍କୁ ପଚାରିଲା ବେଳେ ସେ କହିଲେ ରାତି ୧୦ ଟା ବେଳେ ଆମେ ଆରେଷ୍ଟ କରିଲୁ। ରାତି୧ ଟା ରେ ତ ଶୁଭାଶିଷ ସଦ୍ଧଙ୍ଗୀ ଯାଇଥିଲେ ଆପଣ ମାନେ ରାତି ୧୦ ରେ କେମିତି ଆରେସ୍ତ୍ କରିଲେ।ଯେଉଁ ବ୍ୟକ୍ତି ୧୧:୪୫ ରାତିରେ ଲାଇଭ ଆସୁଛି ତାକୁ କେମିତି ୧୦ ଟା ବେଳେ ଗିରଫ କରିଲେ।

ସମାଜସେବୀ ଜଣେ ନିର୍ଦ୍ଧିଷ୍ଟ ଜାଗାରେ ଲାଇଭ ଭିଡିଓ କରି ଗୋ ଚାଲାଣ ଅଟକାଇ ନିଜେ ପୋଲିସ ଷ୍ଟେସନ ଆସିଛନ୍ତି ।ଗାଡ଼ିର ନମ୍ୱର କହିଲେ ମଧ୍ୟ ପୋଲିସ ବାବୁଙ୍କର ଯେଉଁ କଥା ବାର୍ତ୍ତା ପାଗଳାମି କରୁଛ ତମେ ଏଠୁ ପଲାଓ।

କିନ୍ତୁ କହିଥିଲେ ସେ ଗାଡ଼ି ଯାହାର ତାଙ୍କୁ ଗିରଫ କରାଯାଉ।ଗୋ ଚାଲାଣ ବନ୍ଦ୍ କରାଯାଉ ଏସବୁ କହିବାରେ ତାହା ସତ୍ବେ ମଧ୍ୟ ଶୁଭାଶିଷ ସଦ୍ଧଙ୍ଗୀଙ୍କୁ କେତେବେଳେ ଗିରଫ କରିଲେ? ଏଥି କିଛି ନା କିଛି କିନ୍ତୁ ରହୁଛି।ପୋଲିସ ର ମଧ୍ୟ ଏଥିରେ ହାତ ଅଛି ।ଗୋଟେ ନିର୍ଦ୍ଦୋଷ ଦୋଷୀ ପାଉଛି।

Leave a Reply

Your email address will not be published. Required fields are marked *