ରାଗିକି ପତ୍ନୀ ଙ୍କୁ ପାଣିରେ ବୁଡ଼ାଇଲେ Chandan ଦେଖନ୍ତୁ ସେହି ସମୟର ଦୃଶ୍ୟ

ସିରିଏଲ୍ ଦୁନିଆର ଲୋକପ୍ରିୟ କଳାକାର ଗତ ଦୁଇ ବର୍ଷ ହେବ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଓଡ଼ିଆ ସିରିଏଲ ଜଗତରେ ତୋ ଅଗଣାର ତୁଳସୀ ମୁଁ ରୁ ଲୋକପ୍ରିୟ ହାସଲ କରିଥିଲେ ଚନ୍ଦନ ।

ବର୍ତ୍ତମାନ ସମୟରେ ଚନ୍ଦନ ଏବଂ ତାଙ୍କ ପତ୍ନୀ ଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁ ଦୃଶ୍ୟ ହେଉଛି ପୁରୀ ସମୁଦ୍ର କୂଳର ଦୃଶ୍ୟ ଯେଉଁଥିରେ ସ୍ଵାମୀ ସ୍ତ୍ରୀ ଖୁବ୍ ଭଲରେ ସମୟ ବିତାଉଥିଲେ ।

ପତ୍ନୀ ସମୁଦ୍ର କୁ ଦେଖି ଡ ରେରୁଥିବ ବେଳେ ସ୍ଵାମୀ ଚନ୍ଦନ ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେବାକୁ ଚେଷ୍ଟା କରୁଥିଲେ । ମାତ୍ର ରାଜି ହେଉନଥିଲେ ଚନ୍ଦନ ଙ୍କ ସ୍ତ୍ରୀ ।

 

ଏହି ଭିଡିଓ ଟି ସୋସିଆଲ ମିଡିଆରେ ବର୍ତ୍ତମାନ୍ ଭାଇରଲ ହେବାରେ ଲାଗିଛି ଦେଖନ୍ତୁ ଏହି ଭିଡିଓ ଆପଣଙ୍କୁ ତାଙ୍କ ଯୋଡ଼ି କେମିତି ଲାଗେ କମେଣ୍ଟ କରନ୍ତୁ ।

Leave a Comment