ନିଜର ସମସ୍ତ ଧନ କୁ ଏମିତି ଖର୍ଚ୍ଚ କରନ୍ତି ଭାରତର ସବୁଠୁ ବଡ ଧନୀ ବ୍ୟକ୍ତି Mukesh Ambani ଜାଣିଲେ ହୋସ ଉଡ଼ିଯିବ

ଭାରତର ସବୁଠାରୁ ଧନୀ ଲୋକ କହିଲେ ମୁକେଶ ଅମ୍ବାନୀ ଙ୍କୁ ସମସ୍ତେ ଜାଣିଥାନ୍ତି।ପାଞ୍ଚ ବିଲିଅନ୍ ଡଲାରର ମାଲିକ ମୁକେଶ ଅମ୍ବାନୀ ଏକ ଘଣ୍ଟାରେ ୯୦ କୋଟି ଟଙ୍କା କମେଇଥାନ୍ତି।

ମୁକେଶ ଅମ୍ବାନୀ ଙ୍କ ପାଖରେ ଏତେ ପଇସା ଥିବାରୁ ସେ ବହୁତ ଖର୍ଚ୍ଚ କରିଥାନ୍ତି।ତାଙ୍କୁ ଏକ ଇଣ୍ଟରଭିୟୂ ରେ ପଚରାଯାଇଥିବା କି ସେ ଖାଇବାକୁ କଣ ପସନ୍ଦ କରିଥାନ୍ତି?ସେ କହିଥିଲେ ତାଙ୍କୁ ଇଟିଲି ଖାଇବାକୁ ଭଲ ଲାଗିଥାଏ।

ତାଙ୍କ ସ୍ତ୍ରୀ ନିତା ଅମ୍ବାନୀ ଙ୍କ ଜନ୍ମ ଦିନରେ ଯୋଦ୍ଧପୁର ଉମେଦ ଭବନରେ ସେ ପାର୍ଟି ଦେଇଥିଲେ।ଏବଂ ଦେଶ ବିଦେଶରୁ ସେଲିବ୍ରେଟି ଆସିଥିଲେ।

୩୦୦ ସଂପର୍କୀୟ ମାନଙ୍କୁ ଆଣିବା ପାଇଁ ୩୨ଟି ପ୍ଲେନ ବୁକ୍ କରିଥିଲେ।ଗେଷ୍ଟ ମାନଙ୍କର ଲୋକାଲ ଟ୍ରାନ୍ସପୋର୍ଟ ପାଇଁ ୪୦୦ରୁ ଅଧିକ ମର୍ସିଡିଜ୍ କାର ବୁକ୍ କରାଯାଇଥିଲା।ପାର୍ଟି କୁ ସୁନ୍ଦର୍ କରିବା ପାଇଁ ଥାଇଲ୍ୟାଣ୍ଡ ରୁ ଫୁଲ ଆଣିଥିଲେ।ଯାହାକି ଦୁନିଆର ସବୁଠାରୁ ଦାମିକା ଫୁଲ ଅଟେ।

ଦାମିକିଆ ମଦ,ଖାଇବା ମଧ୍ୟ ରହିଥିଲା।ଏଥିପାଇଁ ନୀତା ଅମ୍ବାନୀ ଙ୍କ ଜନ୍ମ ଦିନ ପାର୍ଟି ସବୁଠୁ ଦାମୀ ପାର୍ଟି ହୋଇଥିଲା।ନିତା ଅମ୍ବାନୀ ଯେଉଁ ଲିପ୍ ଷ୍ଟିକ୍ ଲଗାନ୍ତି ତାହାର ଦାମ୍ ହେଉଛି ୪୦ ଲକ୍ଷ ଟଙ୍କା।

ପର୍ଷ ଯେଉଁ ଧରିଥାନ୍ତି ତାହାର ଦାମ୍ କୋଟି ଟଙ୍କା ହୋଇଥାଏ।ସେ ଯେଉଁ ଶାଢ଼ୀ ପିନ୍ଧନ୍ତି ୩ କୋଟି ଟଙ୍କା ହୋଇଥାଏ। ମୁକେଶ୍ ଅମ୍ବାନୀ ଙ୍କୁ ଗାଡ଼ି ବହୁତ ଭଲ ଲାଗେ।ତାଙ୍କ ପାଖରେ ଦାମିକିଆ ୧୬୮ଟି ଗାଡ଼ି ରହିଛି।

Leave a Comment

Your email address will not be published. Required fields are marked *

Scroll to Top