ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ଆଜିର ଭିଡିଓ ରେ ଦେଖିବାକୁ ମିଳିଛି ଆଶ୍ଚର୍ୟ୍ଯ ଜନକ ଘଟଣା । ଆଜିର ଦୁନିଆରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା କୌଣସି ବଡ କଥା ନୁହେଁ ।
ଆଜିର ଭିଡ଼ିଓରେ ଦେଖିବାକୁ ମିଳିଛି ରାତି ଗୋଟେ ପର୍ଯ୍ୟନ୍ତ ମହିଳା ରାସ୍ତା ଉପରେ ବସି ରହିଥିଲେ । ମହିଳା ମାନେ ସାଧାରଣ ଏତେ ରାତିରେ ବାହାରେ ରହି ନଥାନ୍ତି କିନ୍ତୁ ସେହି ମହିଳା ଜଣଙ୍କ ରାତିରେ ବସିଥିବା ହେତୁ କିଛି ସ୍ଥାନୀୟ ଯୁବକ ତାଙ୍କୁ ତାଙ୍କ ସୁବିଧା ଅସୁବିଧା ପଚାରି ଥିଲେ ।
ବୁଝୁ ବୁଝୁ ଜଣା ପଡିଲା ଯେ ମହିଳା ଜଣଙ୍କ ବଡ଼ ଅସୁବିଧାରେ ପଡ଼ି ଯାଇଛନ୍ତି । ଚାକିରୀ ପାଇଁ ଇଣ୍ଟରଭିଉ ଦେବାକୁ ଆସି ନିଜେ ଫସି ଯାଇଛନ୍ତି । ମହିଳା ଜଣଙ୍କ ଫେରୁଥିବା ବେଳେ ତାଙ୍କ ପର୍ସ କେହି ଚୋରି କରି ନେଇଯାଇଥିଲେ ।
ତେବେ ଏହି କ୍ଷେତ୍ରରେ ସେ କିପରି ଘରକୁ ଯିବେ ଚିନ୍ତା କରିପାରୁ ନଥିଲେ । ଘରୁ ଫେରିବାକୁ କୌଣସି ବାଟ ନ ପାଇ ରାସ୍ତା ଉପରେ ମନ ଦୁଃଖ ରେ ବସି ରହିଥିଲେ । ଏବଂ ନିଜ କୌଣସି ସମ୍ପର୍କୀୟ ଙ୍କୁ ଜଣାଇ ନଥିଲେ ମଧ୍ୟ ।
ଦେଖନ୍ତୁ ଏହି ଭିଡିଓ –