Shree krushna fact- ମିଳିଲା ଶ୍ରୀକୃଷ୍ଣ ଙ୍କ ଶରୀର ଏହିପରି ଭାବରେ ଅଛି ଆଜିବି ସୁରକ୍ଷିତ

ପ୍ରାଚୀନଗାଥା ସବୁ କାଳ୍ପନିକ ନୁହେଁ ସତ୍ୟ ଘଟଣା ହୋଇଥାଏ।

(୧)ଦ୍ବାରିକା ନଗରୀ – ମହାଭାରତ ଓ ରାମାୟଣରେ ଯାହା ଶୁଣିଛନ୍ତି ବା ଦେଖିଛନ୍ତି ଏବେ ମଧ୍ୟ ଅନୁସରଣ କରୁଛନ୍ତି।ଏହା ଶ୍ରୀକୃଷ୍ଣ ଙ୍କ ଦ୍ଵାରା ହିଁ ହୋଇଥିଲା।ଇତିହାସ ଅନୁସାରେ ଦ୍ବାରିକା ନଗରୀ ନଅ ହଜାର ବର୍ଷର ଅଟେ।ଯୁଦ୍ଧର ୩୬ ବର୍ଷ ପରେ ହିଁ ଦ୍ବାରିକା ନଗରୀ ସମୁଦ୍ରରେ ଢୁବି ଯାଇଥିଲା।ଏହା ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ।ଏବଂ ଏହା ସତ କି ନୁହେଁ ଦେଖିବାକୁ ପ୍ରୟାସ କରିଥିଲେ। ଓ ଦ୍ବାରିକା ନଗରୀ ଅଛି ବୋଲି ଦେଖିଛନ୍ତି।

ଏହା ଭାରତର ଚାରି ଧାମରୁ ଗୋଟିଏ।ଏଠାରେ ଦୁଇ ତି ଦ୍ବାରିକା ରହିଛି।୨୦୦୫ ରେ ଭାରତୀୟ ସର୍ବେକ୍ଷଣ ବିଭାଗୀୟ ଦ୍ଵାରା ଦ୍ବାରିକା ନଗରୀ ଖୋଜା ଆରମ୍ଭ କରିଥିଲେ।ଏବଂ ୨୦୦୯ ରେ ଖୋଜି କି ପାଇଥିଲେ। ବୈ୍ଞାନିକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ଏହାପରେ ସମୁଦ୍ରରେ ଖୋଳିଥିଲେ।ସେଥିରୁ ଚୁନା ଓ ପଥରରେ ତିଆରି ବହୁ ଜିନିଷ ମିଳିଥିଲା।ଏବଂ କିଛି ମାସ ପରେ ଏହା ଖୋଜିବା ଆରମ୍ଭ କରିଥିଲେ।

(୨) ମହାଭାରତ – ଧର୍ମ ଓ ଅଧର୍ମ ର ଯୁଦ୍ଧ ହୁଏ ବୋଲି କୁହାଯାଏ।ସେଥିରୁ ଜଣା ପଡେ ଯେ ଶ୍ରୀକୃଷ୍ଣ ଏହି ଠାରେ ଜନ୍ମ ଗ୍ରହଣ କରିଥିଲେ।ମହାଭାରତ ଯୁଦ୍ଧ ମଧ୍ୟ ହୋଇଥିଲା।ଇତିହାସର ଅର୍ଥ ଯାହା ଘଟିଥାଏ। ରାଜା ପାଣ୍ଡୁ ଓ ଧୃତରାଷ୍ଟ୍ର ମଧ୍ୟ ଏହି ବଂଶର ଥିଲେ।ଆଜି ଯାହା ହେଉଛି ଗୀତା ରେ ତାହା ଲେଖା ହୋଇଛି।ଏହା କାଳ୍ପନିକ ନୁହେଁ।

ମହାଭାରତରେ ଭାରତ ୩୫ ସହରରୁ ଅଧିକ ଲେଖା ହୋଇଅଛି।ଆଜି ବି ତାହା ଅଛି।ଏହାର ପ୍ରମାଣ ମଧ୍ୟ ମିଳିଛି। ଅସ୍ତିନାପୁର ଏବେ ମଧ୍ୟ ଉତ୍ତର ପ୍ରଦେଶ ରେ ରହିଛି।ଦ୍ବାରିକା ଭି ଗୁଜରାଟ ରାଜ୍ୟ ର ସହର ଅଟେ।ବିଭାଗୀୟ ଙ୍କୁ କୁରୁକ୍ଷେତ୍ର ପାଖରେ ମହାଭାରତର ଏକ କଙ୍କାଳ ମିଳିଛି।ସେଇଟା ଘଟୋତ୍କୋଚ ର କଙ୍କାଳ କୁହାଯାଉଛି।ଏହିପରି ବହୁତ ପ୍ରକାର ପ୍ରମାଣ ମିଳିଛି।

Leave a Comment

Your email address will not be published. Required fields are marked *

Scroll to Top