ଏବେ ପୁଣି ଚିନ୍ତା ବଢାଇଲାଣି କୋରନା, ଓଡ଼ିଶାକୁ ଫେରିଲା ମହାମାରି କୋରନା ଚିନ୍ତାରେ ଓଡ଼ିଶାବାସୀ!

 

ନମସ୍କାର ପାଠକ ବନ୍ଧୁ। କରୋନା ରୋଗ ପୁଣି ଥରେ ତାର କାୟା ବିସ୍ତାର କରିବାକୁ ଲାଗିଛି।କେରଳ ରୁ ସିଧା ସଳଖ ଓଡ଼ିଶା ଉପରେ ପ୍ରଭାବ ପଡିଛି।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ ଦୁଇ ବର୍ଷ ଧରି କରୋନା ରୋଗ ଟି ସମସ୍ତ ଙ୍କୁ ହେଉ ଥିଲା।

ଲୋକ ମାନେ ମୁହଁ ରେ ମାକ୍ସ ପିନ୍ଧି ଚଳ ପ୍ରଚଳ କରୁଥିଲେ।ଘରୁ ବାହାରକୁ ବାହାରିବା ମଧ୍ୟ ଅସମ୍ଭବ ହୋଇ ଯାଉଥିଲା।ହେଲେ ଏବେ ପୁଣି ଥରେ ଏହି ରୋଗ ପୃଥିବୀ ପୃଷ୍ଠ କୁ ଆସି ଯାଇଛି।ଅନେକ ଲୋକ ଏହି ରୋଗ ରେ ମୃତ୍ୟୁ ବରଣ କରିଥିଲେ।

ସୂଚନା ଅନୁସାରେ କରୋନା ରୋଗ ଟି ଏବେ ପୁଣି ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି।ଓଡ଼ିଶା ରେ ପ୍ରାୟ ଛଅ ଜଣ ଏଥିରେ ଆ-କ୍ରା-ନ୍ତ ହୋଇ ମୃତ୍ୟୁ ବରଣ କରି ସାରିଲେଣି।ସେଥିପାଇଁ ଆଗରୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

ଏହି ରୋଗ ଟି ଏତେ ଭୟଙ୍କର ଯେ ପ୍ରାୟ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ।ଏବେ ପୁଣି ଥରେ ତାହାର ପୁନରାବୃତ୍ତି ହେବାକୁ ଯାଉଛି।ଦେଶ ରେ ଦିନ କୁ ଦିନ ବଢୁଛି କରୋନା ସଂ-କ୍ର-ମ-ଣ।ଯାହାକି ଏବେ ସମସ୍ତଙ୍କ ଚିନ୍ତା କୁ ବଢାଇ ଦେଇଛି।

ଗତ କିଛି ଦିନ ହେବ ଦେଶ ର ବିଭିନ୍ନ ରାଜ୍ୟ ରେ ନିଜ ପ୍ରଭାବ ବିସ୍ତାର କରିଛି ନୂଆ ଭାଇରସ।ଗତ ୨୪ ଘଣ୍ଟା ରେ ଦେଶ ରେ ୬୪୦ ଜଣ ନୂଆ ସଂ-କ୍ର-ମ-ଣ ରୋଗୀ ଚିହ୍ନଟ ହୋଇ ଛନ୍ତି।ଏହା ସହିତ ଜଣକ ର ମୃ-ତ୍ୟୁ ଘଟିଛି।

ରୋଗୀ ମାନଙ୍କ ଦେହ କୁ ଜଲଦି ଭଲ କରିବା ପାଇଁ ଡାକ୍ତର ମାନେ ଏବେ ଜୋର୍ ସୋର୍ ରେ ନିଜ କାର୍ଯ୍ୟ ରେ ଲାଗି ପଡ଼ି ଛନ୍ତି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଚି।କେରଳ ରୁ ସର୍ବାଧିକ ୨୬୫ ଜଣ ଚିହ୍ନଟ ହୋଇ ଛନ୍ତି।ଏବେ ଓଡ଼ିଶା ରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି।

ଯାହାକୁ ନେଇ ଏବେ ରାଜ୍ୟ ବାସୀ ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।ଆଗରୁ ଥରେ କରୋନା ରୋଗୀ ଚିହ୍ନଟ ହୋଇ ଥିଲେ।ଏବେ ପୁଣି ଥରେ ଅନ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।ଯାହାକୁ ନେଇ ଲୋକ ମାନେ ଭୟବିତ ହୋଇ ଯାଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି କି ଲୋକ ମାନେ ଭୟବିତ ହୁଅନ୍ତୁ ନାହିଁ।ଖୁବ୍ ଶୀଘ୍ର ସମସ୍ତ ଙ୍କ ର ଚିକିତ୍ସା କରା ଯିବ।ବିନା ମାକ୍ସ ରେ ବାହାରକୁ ଯାଆନ୍ତୁ ନାହିଁ।ଓ ଭିଡ ସ୍ଥାନ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି କୁହା ଯାଇଛି।

Leave a Comment