Special Report

ଯୌତୁକ ଲୋଭରେ ଏତେ ତଳକୁ ଖସିଗଲେ ଶାଶୂ ଘର ଲୋକେ, ବୋହୂକୁ ମାରି ବାପ ଘରକୁ କରିଦେଲେ ପାର୍ଶଲ୍!!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ତେବେ ବନ୍ଧୁଗଣ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବରକୁକା ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ପୁଅ ପ୍ରକାଶ ବେହେରା। ଏବଂ କେନ୍ଦ୍ରାପଡ଼ା ଗୁଗୁଆ ଦୁଗୁନ୍ଦା ଅଞ୍ଚଳର ବାୟାଣୀ ମୁଦୁଲିଙ୍କୁ ତିନିବର୍ଷ ହେବ ବୈଦିକ ରୀତିନୀତିରେ ବିବାହ କରିଥିଲେ।

ବିବାହ ସମୟରେ ଝିଅର ବାପା ଯୌ-ତୁ-କ ଦେଇପାରିନଥିଲେ। ସେଥିପାଇଁ ବିବାହକୁ ତିନିବର୍ଷ ବିତିଯାଇଥିଲେ ମଧ୍ୟ ବୋହୂକୁ ସ୍ବାମୀ ପ୍ରକାଶ ଆଉ ପରିବାର ଲୋକେ ମିଶି ଅକଥନୀୟ ଅ-ତ୍ୟା-ଚା-ର କରି ନି-ର୍ଯା-ତ-ନା ଦେଉଥିଲେ। ବାୟାଣୀ ମୁଦୁଲି ୮ ମାସର ଗ-ର୍ଭ-ବ-ତୀ ଥିଲେ। ଶାଶୁଘର ଲୋକେ ବୋହୂକୁ ମାଡମାରି ନି-ର୍ଯା-ତ-ନା ଦେଇଥିଲେ।

ଆଉ ଝିଅ ଫୋନ କରି ମଧ୍ୟ ବାପାଙ୍କୁ ସବୁକଥା ଜଣାଇଥିଲା। କିନ୍ତୁ ଅଧାରାତିରେ ମରିଯାଇଥିବା ବାପ ଘରକୁ ଝିଅର ଶାଶୁଘର ଲୋକେ ବୋହୂର ଶଶୁର ପ୍ରଫୁଲ୍ଲ ବେହେରା ଫୋନ କରି ଜଣାଇଥିଲେ।

ଆଉ ବାୟାଣୀ ମୁଦୁଲିଙ୍କ ବାପା ଶାଶୁଘରେ ପହଞ୍ଚିଲା ପରେ ଝିଅ ମୃ-ତ୍ୟୁ ବରଣ କରିଛି ବୋଲି ଜାଣିଥିଲେ। ଏନେଇ ବାୟାଣୀଙ୍କ ପରିବାର ଲୋକେ ତାଙ୍କ ଶାଶୂ ଶଶୁର ଜ୍ବାଇଁ ନାଁରେ ପାଟୁକୁରା ଥାନାରେ ଅଭିଯୋଗ କରିଥିଲେ।

ଗ-ର୍ଭ-ବ-ତୀ ବୋହୂକୁ ଶାଶୂଘର ଲୋକେ ହ-ତ୍ୟା କରିଥିବା ନେଇ ପାଟୁକୁରା ଥାନାରେ ଗତ ୧୭ ତାରିଖରେ ଅଭିଯୋଗ କରାଯାଇଥିଲା। ହେଲେ ପାଟୁକୁରା ଥାନାରେ ମାମଲା ରୁଜୁ କରାଯାଇଥିଲେ

ମଧ୍ୟ ପାଟୁକୁରା ପୋଲିସ ଜଣେ ହେଲେ କାହାକୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ। ଝିଅର ବାପା ବୈରାଗ୍ୟ ମୁଦୁଲି କେନ୍ଦ୍ରାପଡ଼ା ଏସଏଡି ଅଫିସ ଆସି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *