ହାଜତରେ ଚିତ୍କାର କରୁଥିଲା ଯୁବକ ପଥରରେ ଗୁ-ପ୍ତାଙ୍ଗକୁ ଛେଚୁଥିଲା ପୋଲିସ୍ ଆଉ ତାପରେ

ଜଣେ ଯୁବକ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ନାମ ହେଉଛି ମୋହିତ ପାଣ୍ଡେ। ହେଲେ ମୋହିତ ଙ୍କ ବୟସ ମାତ୍ର ୩୦ ବର୍ଷ ହୋଇଥିବା ବେଳେ ସେ ତାଙ୍କ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ତାଙ୍କ ରୋଜଗାରରେ ମଧ୍ୟ ପରିବାରର ପ୍ରତି ପୋଷଣ ହେଉଥିଲା।

ମୋହିତ ଟଙ୍କା ରୋଜଗାର କରି ତାଙ୍କର ପରିବାର କୁ ଦୁଇ ଓଳି ଦୁଇ ମୁଠା ଦାନା ଦେଉଥିଲେ। ସେଦିନ ମଧ୍ୟ କାମକୁ ଯାଉଛି ବୋଲି କହି,ସେ ଘରୁ ବାହାରି ଯାଇଥିଲେ। ହେଲେ ସେ ଜାଣି ନଥିଲେ କି ସେଦିନ କାମକୁ ଯିବା ତାଙ୍କ ପ୍ରତି ମହଙ୍ଗା ପଡ଼ିବ ବୋଲି। ମିଛରେ ଦଫା ଲଗାଇ ପୋଲିସ ମୋହିତ ଙ୍କୁ ବିନା ଦୋଷ ରେ ଟେକି ନେଇ ଯାଇଥିବା ବେଳେ ଥାନାରେ ମୋହିତ କୁ ପୋଲିସ ମାଡ଼ ମଧ୍ୟ ମାରିଥିଲା।

ମୋହିତ କିଛି କରିନି ଆଉ ତାକୁ ଛାଡି ଦିଅ ବୋଲି କହି ଖୁବ ଜୋରେ ନେହୁରା ହେବାରେ ଲାଗିଥିଲା। ହେଲେ ପୋଲିସ ମାନେ କିଛି ଶୁଣି ନଥିଲେ।ମନକୁ ଯାହା ଆସିଥିଲା ସେ ମୋହିତ ସହ କରିଥିଲେ। ରକ୍ତ ଯୁଡୁବୁଡୁ ଅବସ୍ଥାରେ ମୋହିତ ଛଟପଟ ହେଉଥିବା ବେଳେ ଟୋପାଏ ପାଣି ପାଇଁ ସେ ବିକଳ ହେବାରେ ଲାଗିଥିଲେ।

ହେଲେ ସେ ନୃଶଂସ ପୋଲିସ ମାନେ ଏଭଳି ରାଗରେ ପାଗଳ ହୋଇ ଯାଇଥିଲେ କି ମୋହିତ କୁ ସେ ପାଣି ଟୋପେ ମଧ୍ୟ ଦେଇ ନଥିଲେ। ଏହାପରେ ସେଠାରେ ମୋହିତ କୁ ଛଟପଟ କରି ସେଠାରେ ମୋହିତ ର ଜୀବନ ନେଇ ଯାଇଥିଲେ।ପରିବାର ଲୋକେ ନିଜଗନ୍ତବ୍ୟ ପୁଅକୁ ଟିକେ ଦେଖିବା ପାଇଁ ପୋଲିସ ବାବୁଙ୍କ ନିକଟରେ ଖୁବ ନେହୁରା ହୋଇଥିଲେ। ହେଲେ ସେମାନେ କିଛି ଶୁଣି ନଥିଲେ।

ମୋହିତ ଦେହ ଅସୁସ୍ଥ ବୋଲି ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ଆଉ ସେଠାରେ ମୋହିତ ଙ୍କୁ ଡାକ୍ତର ମୃ-ତ ବୋଲି ଘୋଷଣା କରିଥିଲେ। ଏହାପରେ ପୂରା ଅଞ୍ଚଳ ଏବେ କାନ୍ଦ ବୋବାଳି ରେ ଫାଟି ପଡ଼ୁଛି। ଯାହାକୁ ନେଇ ସାରା ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Leave a Comment