ସ୍ତ୍ରୀ ଚିତ୍କାର କରୁଥିଲା ସ୍ବାମୀ ଖଟ ଉପରେ ଚିପିଦେଇ ପରିବାର ସହିତ ଫେରାର ହେଲା

ସ୍ତ୍ରୀ ଛାଡ଼ି ଦିଅ ଛାଡ଼ିଦିଅ ବୋଲି ଚିତ୍କାର କରୁଥିବା ବେଳେ ନୃଶଂସ ସ୍ବାମୀ କିନ୍ତୁ ସ୍ତ୍ରୀ କୁ ଛାଡ଼ି ନଥିଲା। ସ୍ତ୍ରୀ ମନା କରିବାରୁ ହିଁ ରାଗରେ ସ୍ବାମୀ ଏଭଳି କିଛି କରି ଦେଇଥିଲା। ସେହି ରାକ୍ଷସ ସ୍ବାମୀ ଜଣକ ନାମ ହେଉଛି ଶରତ ମହାପାତ୍ର।

ତାଙ୍କ ପାଖରେ ମଥାରେ ନାଲି ସିନ୍ଦୂର ଲଗାଇ ବୋହୂ ବେଶରେ ଛିଡା ହୋଇଛନ୍ତି ସ୍ତ୍ରୀ ମୌସୁମୀ। ବୈଦିକ ରୀତିନୀତି ରେ ଦୁହେଁ ବିବାହ କରିଥିବା ବେଳେ ସାତ ଜନ୍ମ ର ସାଥୀ ହେବା ପାଇଁ ମଧ୍ୟ ଶପଥ ନେଇଥିଲେ।ଅଧ ରାତି ରେ ସ୍ବାମୀ ଜଣକ ଏଭଳି କିଛି କରୁଥିଲେ ଯାହାହୁ ନେଇ ସ୍ତ୍ରୀ ଜଣକ ବାରମ୍ବାର ତାଙ୍କୁ ଛାଡି ଦେବା ପାଇଁ କହିଥିଲେ। ଏହା ଶୁଣି ମଧ୍ଯ ସ୍ବାମୀ ଜଣକ ଛାଡିବାର ନାଁ ନେଉ ନଥିଲା।

କେତେବେଳେ ହାତ ଉଠେଇ ମାରୁଥିଲା ତ ଆଉ କେତେବେଳେ ନିଜ ପରିବାର ଲୋକଙ୍କ ସହ ମିଶି ତାକୁ ନିଆଁ ରେ ଚେଙ୍କ ଦେବାରେ ଲାଗିଥିଲା। ତଥାପି ଏହି ନର ରୁପି ରାକ୍ଷସ ବଦଳିବା ର ନାଆଁ ନେଇ ନଥିଲେ। ମନକୁ ଯାହା ଆସୁଥିଲା ସେୟା କରୁଥିଲା ସ୍ତ୍ରୀ ସହ।ହେଲେ ସ୍ତ୍ରୀ ସହ ଶେଷରେ ସବୁ ସୀମା ପାର କରିଦେଲା।

ବେକରେ ରଶୀ ଲଗାଇ ନିଜ ପରିବାର ଲୋକେ ମାନଙ୍କ ସହ ମିଶି ସ୍ତ୍ରୀ କୁ ଝୁଲାଇ ଦେଇଥିଲା। ବାହାଘର ହେବାର ବର୍ଷେ ସରିନି ହେଲେ ସ୍ବାମୀ ସବୁକିଛି ସାରି ଦେଇଥିଲା। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ଥାନାରେ। ଏଭଳି କିଛି ଏବେ ଅଭିଯୋଗ ନେଇ ଆସିଛନ୍ତି ନିଜେ ହିଁ ତାଙ୍କର ଝିଅର ବାପା।

ଜିଲ୍ଲା ଛାତ୍ର ନେତା ସୁରଜ୍ ମହାପାତ୍ରଙ୍କ ବଡ଼ ଭାଇଙ୍କୁ ନିର୍ଯାତନା ଓ ହ-ତ୍ୟା ଅଭିଯୋଗ କରିଛନ୍ତି।ଛାତ୍ରନେତା ତାଙ୍କ ଭାଇ, ବାପା , ମାଆ ସମସ୍ତେ ଘରେ ତାଲା ପକାଇ ଫେରାର ହୋଇ ଯାଇଥିବା ଖବର ମିଳିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ପୋଲିସ ମଧ୍ୟ ଏବେ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହୋଇଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ବି ଭୁଲି ଯିବେ ନାହିଁ।

Leave a Comment