ଗାଁ କୁ ଆସି ଦୃର୍ବୁତ୍ତ ମାନେ ଖେଲାଇଲେ ଆତଙ୍କ। ଗାଁ ଭିତରେ ପଶି ସେମାନେ ଦେଖାଇଲେ ଦାଦାଗିରି। ଜବରଦସ୍ତ ଭାବରେ ସେଠାରେ ହିଁ ମଦ ପିଇବେ ନହେଲେ ସମସ୍ତଙ୍କୁ ଗୁଳି କରି ରାସ୍ତାରୁ ହଟେଇ ଦେବେ ଏମିତି ଗାଁ ଭିତରେ ପଶି ଧମକ ଦେଉଥିଲେ। ଆଉ ଯାହାକୁ ନେଇ ରାଗି ଯାଇଥିଲେ ଗାଁ ର ଯୁବକ । ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ପାଟି ତୁଣ୍ଡ ପାଟି ତୁଣ୍ଡ ମଧ୍ୟରେ ଏହାର ସୁଯୋଗ ନେଇ,ଯୁବନଙ୍କୁ ଗୁକି ମାରିବା ସହ ଭୁଜାଲି ଟ୍ର କରିଥିଲା ଆକ୍ରମଣ। ଯାହା ଫଳରେ କି ସେଠାରେ କି ରକ୍ତାକ୍ତ ହୋଇ ଟଳି ପଡ଼ିଥିଲେ ଯୁବକ।
ଏଭଳି ଏକ ଘଟଣା ଘଟି ଯାଇଛି ଧାମରା ଥାନା କୋଇଥ କଲା , କିଶୋର ପ୍ରସାଦ ଗ୍ରାମରେ। ଯୁବକଙ୍କୁ ଗୁଳି ମାଡ଼ କରିବା ପରେ ତିନିଜଣ ଦୃର୍ବୁତ୍ତ ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ମହାପାତ୍ର ଓ ପାପା ମହାପାତ୍ର ଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି।ଦୁର୍ବୃତ୍ତ ମାନେ ଅନ୍ୟ ଜଣକୁ ଭୁଜାଲି ରେ ଆକ୍ରମଣ କରିଥିବା ବେଳେ ଆଉଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ସୁଚନା ମିଳିଥିଲା। ରାତି ନଅ ରୁ ନଅଟା ତିରିଶ ମଧ୍ୟରେ ସେଠାରେ କିଛି ଅଚିହ୍ନା ଯୁବକ ଆସିଥିଲେ। ଆଉ ସେହି ଗାଁ କୁ ଆସି ନିଜ ନିଜର ଦାଦାଗିରି ଚଳାଇ ଥିଲେ।
ଯାହାକୁ ନେଇ କିଛିଦିନ ତଳେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗି ଥିଲା। ଆଉ ସେ ଏଭଳି କାଣ୍ଡ ଘଟାଇ ଦେଇ ଚାଲି ଯାଇଛନ୍ତି ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହାକୁ ନେଇ ବର୍ତ୍ତମାନ ସମୟରେ ସେ ଅଞ୍ଚଳର ଲୋକମାନେ କହିଛନ୍ତି କି ବାସ୍ତବରେ ସେହି ଯୁବକ ମାନେ କିଏ ଥିଲେ। କାରଣ ପୁର୍ବରୁ ତାଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା। ପୋଲିସ ମଧ୍ଯ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି ।ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।