ଫୋନରେ କଥା ହେଉଥିଲା ସ୍ତ୍ରୀ ହଠାତ୍‌ ଶୁଭିଲା ବଞ୍ଚାଅ ବଞ୍ଚାଅ..ସ୍ବାମୀ ଗଲାବେଳକୁ ସବୁ ସରି ଯାଇଥିଲା

ସ୍ତ୍ରୀ ଅଫିସ୍ ରୁ ଫେରୁଥିଲା ଆଉ ଫୋନ ରେ ସ୍ବାମୀ ସହ କଥା ହେଉଥିଲା। ସ୍ତ୍ରୀ କୁ ଲାଗିଲା କି କିଏ ତାକୁ ଫଲୋ କରୁଛି ହେଲେ ସେ ଦେଖିଥିଲା କି କେହି କୁଆଡେ ନାହାଁନ୍ତି ବୋଲି ରାସ୍ତା ମଧ୍ୟ ପୂରା ଶୁନଶାନ୍ ଥିଲା। ପୁଣି ସ୍ବାମୀ ସହ କଥା ହୋଇ ହୋଇ ଆଗକୁ ବଢିଥିଲା ସ୍ତ୍ରୀ। କିଛି ସମୟ ପରେ ହଠାତ୍ ସ୍ତ୍ରୀ ଚିତ୍କାର କରିବାକୁ ଲାଗି ପଡିଥିଲା। ଏଭଳି ବଞ୍ଚାଅ ବଞ୍ଚାଅ ମରିଗଲି ବୋଲି କହି ଖୁବ୍ ଜୋରେ ଚିତ୍କାର କରିଥିଲା ,ସ୍ବାମୀ କିଛି ବୁଝିବା ଆଗରୁ ସ୍ତ୍ରୀ କୁ ମାରି ଚାଲି ଯାଇଥିଲେ ଦୃର୍ବୁତ୍ତ ମାନେ। ହଁ ବନ୍ଧୁଗଣ ୩୦ ବର୍ଷୀୟ ପ୍ରଭା ଙ୍କୁ ମାରି ଜଣେ ଇଞ୍ଜିନିୟର ଭାବରେ ଚାକିରୀ କରୁଥିଲେ ଅଷ୍ଟ୍ରେଲିଆ ର ସିଡନୀ ସହରରେ।

ପ୍ରଭା ଙ୍କ ସ୍ବାମୀ ଅରୁଣ କୁମାର ନିଜ ପିଲା ମାନଙ୍କ ସହ କର୍ଣ୍ଣାଟକ ର ବାଙ୍ଗାଲୋର ରେ ରୁହନ୍ତି। ସବୁଦିନ ପରି ସେଦିନ ମଧ୍ୟ ପ୍ରଭା ଅଫିସ୍ ରୁ ରୁମ୍ କୁ ଯିବାକୁ ବାହାରି ସ୍ବାମୀ କୁ କଲ୍ କରିଥିଲେ ଚାଲି ଚାଲି ରାସ୍ତାରେ ଯାଉଥିବା ବେଳେ ,କିଏ ତାଙ୍କୁ ଫଲୋ କରୁଛି ବୋଲି ଲାଗିଲା। ଏକଥା ସେ ତାଙ୍କର ସ୍ବାମୀଙ୍କୁ କହିଥିଲେ ହେଲେ ଚାରିଆଡ଼େ ବୁଲି ଦେଖିଲେ କି କେହି କୁଆଡେ ନାହାଁନ୍ତି। ହେଲେ ହଠାତ୍ ସ୍ବାମୀ ପ୍ରଭା ର ଚିତ୍କାର ଶୁଣି ଚମକି ପଡ଼ିଥିଲେ। କହିଥିଲେ କି ମତେ କିଏ ଛୁରୀ ଭୁଷି ମାରି ଦେବାକୁ ଚେଷ୍ଟା କରୁଛି ଏତିକି କହିବା ଆଗରୁ ମାରି ଦେଇଥିଲେ ପ୍ରଭା ଙ୍କୁ।

ପରଦିନ ସ୍ବାମୀ ଅଷ୍ଟ୍ରେଲିଆ ପହଞ୍ଚି ଯାଇଥିଲେ। ଅଷ୍ଟ୍ରେଲିଆ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରି ଦେଇଥିଲା।ହେଲେ କିଛିବି ସୁରାଗ ପୋଲିସ କୁ ମିଳି ନଥିଲା। ଏହାପରେ ପତି ଅରୁଣ ଙ୍କୁ ସନ୍ଦେହ କରିଥିଲା। ଏହାପରେ ତଦନ୍ତ କରିବା ସହ ସ୍ବାମୀ ଓ ସମ୍ପର୍କୀୟ ଙ୍କୁ ପଚରା ଉଚୁରା କରିଥିଲା। ଏହି ଘଟଣା ଆଜି ମଧ୍ଯ ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ଆଜି ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା କୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।

Leave a Comment