ସ୍ତ୍ରୀ ଆଉ ପୁଅ ଘରେ ଥାଆନ୍ତୁ ବାହାରେ କେତେ ଅଛନ୍ତି ମୋର ଅନେଶତ ଜଣଙ୍କୁ ବାହା ହେବା ର ଅଛି

ଘରେ ପୁଅ ଅଛି ହେଲେ ବାପା ଏପଟେ ପ୍ରେମିକା ଧରି ହୋଟେଲ ଯିବାରେ ଲାଗିଥିଲା। ଦେହର ପୋଷାକ ବଦଳାଇଲା ଭଳି ଯୁବତୀ ମାନଙ୍କୁ ପାଖରେ ଧରି ସୋଉଥିଲା। ଶେଷରେ ସ୍ତ୍ରୀ ଏସବୁ ଦେଖି ମନା କରିବାରୁ ରାଗରେ ଗରଗର ହୋଇ ସ୍ତ୍ରୀ ସହ ଯାହା କିଛି କରିଥିଲା ଯାହାକୁ ଜାଣିଲେ ଆପଣ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଯିବେ। ସ୍ତ୍ରୀ କୁ ପିଟିଲା ରଶିକିଆ ସ୍ବାମୀ। ଏହାପରେ ସ୍ୱାମୀର କଳା କାରନାମା ଜଣା ପଡିଥିଲା।ସବୁକିଛି ସ୍ବାମୀ ସିକ୍ରେଟ୍ ରଖୁଥିଲା। କାହା ସହ ସେ ରାତି ବିତାଉ ଥିଲା ସେକଥା କାହାକୁ ହେଲେ ମଧ୍ୟ ଜଣା ନଥିଲା।

ଗୋଟେ ନୁହେଁ କି ଦୁଇଟା ନୁହେଁ ଏକା ସମୟରେ ଅନେକ ଝିଅ ମାନଙ୍କୁ ସେ ନିଜର ସ୍ତ୍ରୀ ବୋଲି କହି ସେମାନଙ୍କ ନିକଟରେ ରାତି କାଟୁ ଥିଲା ଆଉ ଯୁବତୀ ମାନଙ୍କୁ ଘରକୁ ନେବ ବୋଲି କହି ତାଙ୍କୁ ବାହାରେ ରଖି ସେମାନଙ୍କ ଠାରୁ ଦେହ ସୁଖ ନେବାରେ ଲାଗି ପଡିଥିଲା। ଏହାକୁ ନେଇ ଏବେ ସବୁ ସତ ଜଣା ପଡ଼ିଛି।ଏହି ବ୍ୟକ୍ତିଙ୍କ ସ୍ତ୍ରୀ ଜଣକ ସବୁ ଜାଣି ଅନେକ ଦିନ ଧରି ସେ ସବୁ ସହି ଆସୁଥିଲେ କାହାକୁ କିଛି ହେଲେ ମଧ୍ୟ ଜଣାଇ ନଥିଲେ। ମାତ୍ର ଏବେ ଦିନକୁ ଦିନ ସବୁ ସତ ସାମ୍ନା କୁ ଆସିଛି। ଆଉ ସ୍ୱାମୀର ଅନ୍ୟାୟ ଅତ୍ୟାଚାର ସହି ନପାରି ସ୍ତ୍ରୀ ଜଣକ ଶେଷରେ ଏଥିରେ ମୁହଁ ଖୋଲି ସବୁ ସତ କଥା କହିଥିଲେ।

କେମିତି ତାଙ୍କର ସ୍ବାମୀ ଏକାଧିକ ଝିଅ ମାନଙ୍କ ସହ ସମ୍ପର୍କ ରଖୁଛନ୍ତି ସେକଥା ସେ ସବୁ କହି ମଧ୍ୟ ଦେଇଥିଲେ।ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କେହି ମଧ୍ୟ ଏଭଳି ଘଟଣାକୁ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ସ୍ତ୍ରୀ ଙ୍କ ଅଭିଯୋଗ ଆଧାରରେ ଏବେ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ୍। ଯାହାକୁ ନେଇ ପୁରା ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment