ସତ ହେଲା ପାଞ୍ଜିର ଲେଖା ଏହି ୫ ଜିଲ୍ଲାରେ ୩ ଦିନ ତାଣ୍ତବ ରଚିବ ବାତ୍ୟା…!

ପାଞ୍ଜି ଲେଖା ହେଲା ସତ ହଠାତ୍ ବଦଳିଗଲା ପାଗ। ବଳ ଗୋଟାଇ ମାଡ଼ି ଆସୁଛି ବଡ଼ ବାତ୍ୟା। ଧୀରେ ଧୀରେ ଆଜିଠୁ ବାତ୍ୟା ଦେଖାଇବ କରାଳ ରୂପ।୨୪ ଘଣ୍ଟା ରେ ଉପକୂଳରେ କାଚିବ ପ୍ରବଳ ବର୍ଷା।୧୧ ରୁ ୧୫ ଭିତରେ ହୋଇପାରେ ପୁଣି ବଡ଼ ବାତ୍ୟା। ଏବେ ସବୁଠାରୁ ବଡ ପ୍ରଶ୍ନ ଏହା କି ପାଞ୍ଜି ଲେଖା ସତ ହେବକି? କାରଣ ଏବେ ହଠାତ୍ ପାଗ ବଦଳି ଯାଇଛି।୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।ପାଞ୍ଜିରେ ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଲେଖା ହୋଇଥିଲା। ତାହା ମଧ୍ୟ ଏବେ ସତ ହୋଇଛି। ବାତ୍ୟା ଦାନା ଓଡ଼ିଶାରେ ଲ୍ୟାଣ୍ଡ ଫଲ କରି ଯେଉଁ ତାଣ୍ଡବ ରଚିଛି ତାହା ବେଶ ଭଲ ଭାବରେ ଜଣା ପଡ଼ିଛି।

ଏବେ ପୁଣି ଥରେ ବାତ୍ୟା ହେବା ନେଇ ପାଞ୍ଜି ରେ ମଧ୍ୟ ଲେଖା ହୋଇଛି। ନଭେମ୍ବର ୧୧ ରୁ ୧୫ ମଧ୍ୟରେ ବାତ୍ୟା ହେବା ସହ ସମୁଦ୍ର ପାଣି ମଧ୍ୟ ମାଡ଼ି ଆସିବ। ଏବେ ପାଞ୍ଜି ଲେଖା ସତ ହେବ ବୋଲି କୁହା ଯାଉଛି।ଏବେ ପୁଣି ଥରେ ୨୪ ଘଣ୍ଟା ମଧ୍ୟରେ ଦେଖାଇବ ଏହି ବାତ୍ୟା ତାର କରାଳ ରୂପ। ପୁଣି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପକୂଳ ର ପଡୋଶୀ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ। ଏହି ବାତ୍ୟା ଦାନା ଠାରୁ ଆହୁରି ମଧ୍ଯ ଭୟଙ୍କର ହେବ ବୋଲି କୁହା ଯାଉଛି।

ଜଣା ପଡ଼ିଗଲା କି କେଉଁ ଜିଲ୍ଲାରେ ରଚିବ ତାଣ୍ଡବ। ତିନି ଦିନ ପର୍ଯ୍ୟନ୍ତ ୫ ଜିଲ୍ଲା କୁ ଘାଣ୍ଟିବ ଏହି ବାତ୍ୟା। ଘରୁ ବାହାରିବା ମଧ୍ୟ ହୋଇଯିବ ମୁସ୍କିଲ।ଏବେ ଏହାକୁ ନେଇ ଲୋକମାନେ ଖୁବ ଚିନ୍ତିତ ମଧ୍ୟ ହୋଇ ପଡିଛନ୍ତି। କାରଣ ଏବେ ଲଗାତାର ବର୍ଷା ଫସଲ କୁ କ୍ଷତି ପହଞ୍ଚାଇ ପାରେ। ଏହି ଘଟଣା ସଂପର୍କରେ ବର୍ତ୍ତମାନ ସମୟରେ ସାରା ଓଡ଼ିଶାବାସୀ ଖୁବ ଚର୍ଚ୍ଚା କରୁଛନ୍ତି। ତେବେ ଏହି ବାତ୍ୟା ସମ୍ପର୍କରେ ଆପଣଙ୍କ ମତାମତ କଣ ଏହାକୁ ନେଇ ପ୍ରତିକ୍ରିୟା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Comment