ସ୍ବାମୀ ଡାକୁଥିଲେ ସ୍ତ୍ରୀ ରାଜି ନହେବାରୁ କୋର୍ଟରେ ଏମିତି କଲା ସ୍ବାମୀ…!

ସ୍ବାମୀ ଡାକୁ ଥିଲେ ହେଲେ ସ୍ତ୍ରୀ ରାଜି ହେଲେ ନାହିଁ। ସ୍ତ୍ରୀ କୁ ନିଜ ସାଙ୍ଗରେ ନେବା ପାଇଁ ଚାହିଁଥିଲା ସ୍ଵାମୀ। ହେଲେ ସ୍ବାମୀ ସହ ଯିବାକୁ ରୋକ୍ ଠୋକ୍ ମନା କଲା ସ୍ତ୍ରୀ। ରାଗରେ କୋର୍ଟ ଭିତରେ ସ୍ବାମୀ କଲା ଏମିତି। ଏବେ ଏଥିପାଇଁ ଭୋ ଭୋ ହୋଇ କାନ୍ଦୁଛି ସ୍ତ୍ରୀ । ସ୍ତ୍ରୀ କୁ ନିଜ ସହ ଯିବା ପାଇଁ ବାରମ୍ବାର ଡାକୁ ଥିଲେ ସ୍ୱାମୀ ହେଲେ ସ୍ବାମୀ କଥାକୁ କିନ୍ତୁ ଶୁଣି ନଥିଲା ସ୍ତ୍ରୀ। ସ୍ବାମୀ କୁ ସେ ରୋକ୍ ଠୋକ୍ ଭାବରେ ମଧ୍ୟ ମନା କରି ଦେଇଥିଲା।ଯାହାକୁ ଆଦୌ ହେଲେ ମଧ୍ୟ ସହି ପାରି ନଥିଲା ସ୍ବାମୀ। କୋର୍ଟ ଭିତରେ ସମସ୍ତଙ୍କ ସାମ୍ନାରେ ଏଭଳି କିଛି କରିଦେଲା ସ୍ବାମୀ। ଅବସ୍ଥା ଗୁରୁତର ହେବାରୁ ଏବେ ତାଙ୍କର ମେଡିକାଲ ରେ ଚାଲିଛି ଚିକିତ୍ସା।

ସ୍ତ୍ରୀ କୁ ଅଧିକ ମାତ୍ରାରେ ଭଲ ପାଉଥିଲା ସ୍ବାମୀ। ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲା। ବାହାଘର ପରେ ତାଙ୍କର ବେଶ କିଛିଦିନ ବେଶ ଖୁସୀରେ ମଧ୍ୟ କଟି ଥିଲା। ହେଲେ କିଛି ଦିନ ପରେ ଆରମ୍ଭ ହୋଇ ଯାଇଥିଲା,ଶାଶୁ ଘରର ନିର୍ଯାତନା। ସବୁବେଳେ ଶାଶୁ ଶଶୁରଙ୍କ କଥା ଓ ଶାଶୁ ଘରର ନିର୍ଯାତନା ଦେବାରୁ ନିଜ ଶାଶୁ ଘର ଛାଡ଼ି ବାପ ଘରକୁ ଚାଲି ଯାଇଥିଲା ସ୍ତ୍ରୀ। ଏହାପରେ ସ୍ବାମୀ ସ୍ତ୍ରୀ ଙ୍କ ମାମଲା ଯାଇ କୋର୍ଟ ରେ ଯାଇ ପହଞ୍ଚି ଯାଇଥିଲା। କୋର୍ଟ ମଧ୍ୟ ସ୍ବାମୀ ସହ ସ୍ତ୍ରୀ କୁ ଯିବା ପାଇଁ ଅନୁମତି ଦେଇ ନଥିଲେ।

ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ରେ ଘଟି ଯାଇଛି। ସ୍ବାମୀ ସ୍ତ୍ରୀ ଙ୍କ ମାମଲା କୋର୍ଟ ରେ ଫଇସଲା ହେବା ପାଇଁ ଯାଇଥିଲା।ନିରଞ୍ଜନ ଙ୍କୁ ମେଡିକାଲ ରେ ଏବେ ଭର୍ତ୍ତି କରାଯାଇଥିବା ବେଳେ ଏବେ ଏହି ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଲୋକ ମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଜାଣି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Comment