ଗତକାଲି ରାତିରେ ଟି -20 ମ୍ୟାଚ୍ରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ‘ଇସଲାମର ବିଜୟ’ ବୋଲି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ କହିଛନ୍ତି।
ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ କହିଛନ୍ତି ଯେ ଭାରତ ବିରୋଧରେ ଦେଶର ବିଜୟ ହେଉଛି ‘ଇସଲାମ ପାଇଁ ବିଜୟ’। ପାକିସ୍ତାନ ମ୍ୟାଚକୁ 10 ୱିକେଟରେ ଜିତିବା ପରେ ରାଶିଦ ଏହି ସୂଚନା ଦେଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଶେଖ ରସିଦ କହିଛନ୍ତି ଯେ ମ୍ୟାଚ୍ ସମୟରେ ଭାରତ ସମେତ ସାରା ବିଶ୍ୱରୁ ଲୋକ ମାନଙ୍କ ସହନୁଭୂତି ପାକିସ୍ତାନୀ କ୍ରିକେଟ୍ ଦଳ ସହିତ ଥିଲା
ଆମେ ମୁସଲିମ ଆଉ ଆମ ସହ ସବୁ ଦୁନିଆ ଜଡ଼ିତ ଥିଲା, ଭାରତ କୁ ହରାଇବା କେବଳ ଗୋଟିଏ ବିଜୟ ନୁହେଁ ଏହା ହେଉଛି ସମ୍ପୂର୍ଣ ଇସଲାମ ର ବିଜୟ, ଆଗକୁ ବି ଆମେ ଭାରତ କୁ ଏମିତି ଧରାଶାୟୀ କରିବୁ
https://twitter.com/ShkhRasheed/status/1452326637664706560?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1452326637664706560%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fd-41329224772944730952.ampproject.net%2F2110152252002%2Fframe.html
ସାମାନ୍ୟ ଗୋଟେ ବିଜୟ ରେ ପାକିସ୍ତାନ ରେ ଲୋକ ମାନଙ୍କ ଉତ୍ସାହ ଦେଖି ଲାଗୁଚି ଯେମିତି ସେମାନେ କର୍ଗିଲ୍ ୨.୦ ଯୁଦ୍ଧ ରେ ବିଜୟ ଲାଭ କରିଛନ୍ତି ଆଉ ଏହା ଇସଲାମ ର ବିଜୟ କିପରି ହେଇଗଲା ତାହା ବି ଲୋକେ ପ୍ରଶ୍ନ କରିଛନ୍ତି, ଏଇ ନେଇ ପାକିସ୍ତାନ ମନ୍ତ୍ରୀ ଙ୍କ ମଜାକ୍ ଇଣ୍ଟର୍ନେଟ୍ ସାରା ଘୁରି ବୁଲୁଛି