ରାଜ୍ୟ ଖବର

ଐଶ୍ୱର୍ଯ୍ୟାଙ୍କୁ ଭୁଲି ପାରୁ ନାହାଁନ୍ତି ସଲମାନ୍, କାନ୍ଦି କାନ୍ଦି କହୁଛନ୍ତି ମୋ ପାଖକୁ ଫେରିଆସ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୁପରଷ୍ଟାର ସଲମାନ୍ ଖାନ ଓ ବିଶ୍ୱ ସୁନ୍ଦରୀ ଐଶୋର୍ୟା ରାୟ ଙ୍କ ପ୍ରେମ ସମ୍ପର୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ। ଏବେ ସେହି ପୁରୁଣା ଦିନର କଥା କୁ ମନେ ପକାଇ ଦେଇଛନ୍ତି ଅଭିନେତା ତଥା ରାଜନେତା ରବି କିଶନ।

ସେ ଭାଇଯାନ ଙ୍କ ଦୁଃଖଦ ପ୍ରବଣ କଥା କହି ସମସ୍ତଙ୍କୁ ଭାବପ୍ରବଣ କରି ଦେଇଛନ୍ତି।ଐଶୋର୍ୟା ଙ୍କ ସହ ସମ୍ପର୍କ ତୁଟିଯିବା ପରେ ଏଭଳି ଅବସ୍ଥା ହୋଇଥିଲା ସଲମାନ୍ ଖାନ୍ ଙ୍କ।

ସେ ଏକଦମ୍ ଚୁପଚାପ୍ ହୋଇ ଯାଇଥିଲେ। ରବି କିଶନ ଏବଂ ସଲମାନ୍ ଖାନ ତେରେ ନାମ ଫିଲ୍ମ୍ ରେ ଏକାଠି କାମ କରିଥିବାର ନଜର ଆସିଥିଲେ। ସେ ସିନେମାରେ ରାଧେ ଚରିତ୍ରରେ ନଜର ଆସିଥିଲେ।

ଆଉ ତାଙ୍କର ଏହି ଚରିତ୍ରକୁ ଲୋକ ମାନେ ବେଶ ଭଲପାଇବା ମଧ୍ଯ ଦେଇଥିଲେ। ଏହି ଫିଲ୍ମ୍ କୁ ବେଶ ଭଲ ପାଇବା ମଧ୍ୟ ମିଳିଥିଲା। ଏକ ସାକ୍ଷାତକାରରେ ରବି କିଶନ କହିଛନ୍ତି ଯେ ସେହି ସମୟରେ ସଲମାନ୍ ଙ୍କ ଐଶୋର୍ୟା ଙ୍କ ସହ ବ୍ରେକ ଅପ ହୋଇଥାଏ।

ସେଥିପାଇଁ ଫିଲ୍ମ୍ ସୁଟିଂ ସମୟରେ ସେ ଖୁବ ଉଦାସ ମଧ୍ୟ ରହୁଥିଲେ। ଏହି କାରଣରୁ ସଲମାନ୍ ଖାନ ଙ୍କ ଅଭିନୟ ତେରେ ନାମ ଫିଲ୍ମ୍ ରେ ସଂପୂର୍ଣ୍ଣ ଭିନ୍ନ ଧରଣର ଥିଲା।

ତାଙ୍କର ଚରିତ୍ର ତାଙ୍କର ବାସ୍ତବ ଜୀବନ ସହ ଅଧିକାଂଶ ସମୟରେ ଖୁବ ମେଳ ଖାଇ ଯାଉଥିଲା। ରବି କିଶନ ଆହୁରି ମଧ୍ଯ କହିଛନ୍ତି ଯେ ସଲମାନ୍ ଖାନ ହେଉଛନ୍ତି ଜଣେ ଖୁବ୍ ଭଲ ମଣିଷ।୨୦୦୩ ମସିହାରେ ତେରେ ନାମ ମୁକ୍ତିଲାଭ କରିଥିଲା।

୨୦୦୨ ମସିହାରେ ସଲମାନ୍ ଖାନ ଓ ଐଶୋର୍ୟା ରାୟ ଙ୍କ ବ୍ରେକ ଅପ୍ ହୋଇଥିଲା। ଦୁହେଁ ପ୍ରଥମେ ସଞ୍ଜୟଲୀଲା ଭାନୁଶାଲି ଙ୍କ ହମ୍ ଦିଲ୍ ଦେ ଚୁକେ ସନମ ଫିଲ୍ମ୍ ରେ ଏକାଠି ନଜର ଆସିଥିଲେ।

ତାଙ୍କ ଫିଲ୍ମ ମଧ୍ଯ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଥାଏ। ତେବେ ଆପଣ ମାନଙ୍କୁ ସଲମାନ ଖାନ ଓ ଐଶୋର୍ୟା ରାୟ ଙ୍କ ଫିଲ୍ମ କେତେ ପଶନ୍ଦ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Leave a Reply

Your email address will not be published. Required fields are marked *