NewsGeneralLatestଦେଶ ଦୁନିଆ

ପୁଣି ଦୁବାଇ ଦେଶରେ ହେଲା ମହା ପ୍ରଳୟ କେହି ପାଇଲେନି ରକ୍ଷା ଦେଖନ୍ତୁ ପୁଣି ପ୍ରକୃତି ରଚିଲା ଭୟଙ୍କର ତାଣ୍ଡବ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଦୁବାଇ ସହରକୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପୁଣି ଦୁବାଇରେ ପ୍ରକୃତିର ତାଣ୍ଡବ ।

ଲୋକଙ୍କୁ ଛାନିଆ କଲା ବର୍ଷା ଓ ଘଡଘଡି ଶବ୍ଦ । ନିଦରେ ଶୋଇଥିଲେ ଲୋକମାନେ ଆଉ ନିଦ ବାଉଳାରେ ଉଠି ପଡିଲେ ଦୁବାଇବାସୀ ।ପୂର୍ବରୁ ଦୁବାଇ ସହରର ସ୍ଥିତି ଅନେକ ଥର ସଙ୍ଗୀନ ଥିବା ବେଳେ ଏବେ ପୁଣି ସଙ୍ଗୀନ ହୋଇଗଲାଣି ଦୁବାଇର ସ୍ଥିତି । ଗତ ମାସରେ ବନ୍ୟା ଆସିଥିଲା । ଆଉ ସେତେବେଳେ ପ୍ରବଳ ମାତ୍ରାରେ ଝଡ ତୋଫାନ ବାତ୍ୟା ସହିତ ଅନେକ କିଛିର ସାମ୍ନା କରିଥିଲେ ଲୋକେ ।

ଲୋକମାନେ ଅନେକ କ୍ଷୟକ୍ଷତିର ସାମ୍ନା ମଧ୍ୟ କରିଥିଲେ । ଯାହାଫଳରେ ଫ୍ଲାଇଟ୍ ଏବଂ ବସ୍ ଆଦି ସବୁ ବନ୍ଦ ହୋଇଥିଲା । ଆଉ ଏହି ସେବା ଗୁଡିକ କ୍ଷତିଗ୍ରସ୍ତ ହୋଇ ଯାଇଥିଲା ଏବଂ ସବୁ ସେବା ବନ୍ଦ କରାଯାଇଛି । ରିପୋର୍ଟ ଅନୁସାରେ ଦୁବାଇ ଆସିବାକୁ ଥିବା ୫ଟି ଫ୍ଲାଇଟକୁ ବାତିଲ କରାଯାଇଛି । ଦୁବାଇରେ ଥିବା ଲୋକମାନେ ଏହି ବାତ୍ୟା ଆସିବାରୁ ଉଠି ପଡ଼ିଥିଲେ । ଏହି ବାତ୍ୟାକୁ ନେଇ ପାଣିପାଗ ବିଭାଗ ଏକ ଏମ୍ବର ଜାରି କରିଥିଲା ।

ଯେଉଁଠାରେ ଦର୍ଶା ଯାଇଥିଲା କି ବର୍ଷା ଆଉ ବାଦଲ ଅନେକ ସ୍ଥାନକୁ ଢାଙ୍କି କରି ରଖିଛି । ଆଉ ଏହି ବାଦଲ ଥିବା କାରଣରୁ ଅନେକ ଫ୍ଲାଇଟ ବାତିଲ କରାଯାଇଥିବା ସୂଚନା ମିଳିଛି । ମେ ୩ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିପାରେ ବୋଲି ସୂଚନା ମିଳିଛି ।ମେ ୩ ତାରିଖ ପର୍ଯ୍ୟନ୍ତ ବିଦେଶରେ ଏଭଳି ସ୍ଥିତି ରହିବ । ଆଉ ଏହାସହ ଅନେକ ସ୍ଥାନ ଜଳମୟ ହୋଇଯାଇଛି ।

ଆବୁଦାବୁର ଅନେକ ଅଞ୍ଚଳ ଏବେ ଜଳମୟ ହୋଇଯାଇଛି ବୋଲି ସୂଚନା ମିଳିଛି । ବୁଧବାର ଦିନ ଦୁବାଇ ଏୟାରପୋର୍ଟ ଏବଂ ଦୁଇଟି ସ୍ଥାନୀୟ ଏୟାର ଲାଇନ୍ ଯାତ୍ରୀଙ୍କ ପାଇଁ ବନ୍ଦ ରହିଛି । ଦୁବାଇରେ ଅନେକ ବର୍ଷା ପାଇଁ ଆର୍ଲଟ ଜାରି କରାଯାଇଥିଲା । ଦୁବାଇରେ ବର୍ଷା ହେବା କାରଣରୁ ଅନେକ କ୍ଷତି ହୋଇଛି । ଏବେ ପିଲାମାନେ ସ୍କୁଲକୁ ଯାଇ ପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *