Special report – ଆଙ୍ଗୁଠି ଫୁଟାଉଛନ୍ତି କି ? ହେବାକୁ ଯାଉଛି ଏମିତି ଅବସ୍ଥା science କଲା ସ୍ପଷ୍ଟ ହେବ ଏହି ଭୟଙ୍କର ଅବସ୍ଥା

ଆପଣମାନେ ଆଙ୍ଗୁଳି ଫୁଟାନ୍ତୁ କି?ଆପଣମାନେ କେତେବେଳେ କେତେବେଳେ ଆଙ୍ଗୁଳି ଫୁଟାଇ ଥାନ୍ତି।ଏମିତି କରିଲେ ଆରାମ ତ ମିଳିଥାଏ କିନ୍ତୁ ଆମ ଶରୀରରେ ଯାହା ବି ହୋଇଥାଏ କିଛି କାରଣ ରହିଥାଏ

କେତେବେଳେ ଭଲ ହୋଇଥାଏ ନହେଲେ କେତେବେଳେ ଖରାପ୍ ମଧ୍ୟ ହୋଇଥାଏ।ଏସବୁ ବୁଝିପାରନ୍ତିନାହିଁ। ତା ଭିତରୁ ଆଙ୍ଗୁଠି ଫୁଟାଇବା ଏକ ଖରାପ୍ ହୋଇଥାଏ।

କିଛି ଲୋକ ଥକି ଯାଇଥିଲେ ତାକୁ ଦୂର କରିବା ପାଇଁ ଆଙ୍ଗୁଠି ଫୁଟେଇଥାନ୍ତି। ଆଉ କିଏ ଦେଖାନ୍ତିକି ବହୁତ କାମ କରିଛନ୍ତି ।ଆଉ କିଏ ଲୋକଙ୍କୁ ଧମକାଇ ବା ପାଇଁ ମଧ୍ୟ ଆଙ୍ଗୁଠି ଫୁଟେଇଥାନ୍ତୀ।

କିନ୍ତୁ ପ୍ରାୟେ ଲୋକଙ୍କର ଏଇଟା ଆଦତ ଯେ ଟିକେ ସମୟରେ ଆଙ୍ଗୁଠି ଫୁଟେଇଥାନ୍ତି।କାରଣ ଯାହା ବି ହେଉ ଆଙ୍ଗୁଠି ଫୁଟେଇବା ଖରାପ୍ ହୋଇଥାଏ।ପ୍ରତେକ ପରିବାର ରେ ଏମିତି କରୁଥିଲେ ତାଙ୍କୁ ଗାଳି ଦେଇଥାନ୍ତି।ଆମେ ଆଙ୍ଗୁଠି ଫୁଟେଇଲେ ଶବ୍ଦ କାହିଁକି ହୁଏ?

ମାନି ନିଅନ୍ତୁ ଯେ ଗୋଟେ ମେସିନରେ ବାରମ୍ବାର କାମ ହୋଇଥାଏ।କିନ୍ତୁ କିଛି ସମୟ ପରେ ସେଇଟା ଭଲ ରେ ଚାଲିବା ପାଇଁ ଗ୍ରୀସ୍ ପୁରାନ୍ତି। ଠିକ ସେହି ପରି ଆମ ହାଡ଼ ଯେଉଁ ଜଏଣ୍ଟ ଥାଏ ,ହାଡ଼ ଟି ମୋଡ଼ି ହୋଇଥାଏ ତା ଭିତରେ ଏକ ସାଇନିବିଏଲ୍ ନାମକ ଫ୍ଲୁଡ ଥାଏ।

ଲିକୁଇଡ୍ ପରି କାମ କରିଥାଏ ଯେପରି ମେସିନ ରେ ଗ୍ରୀସ୍ ଦରକାର ପଡ଼ିଥାଏ।ହାଡ଼ ଯେତେବେଳେ ଜଏଣ୍ଟ ହୋଇଥାଏ ସେତେବେଳେ କାରବନଡ଼ାଇଅକମାଇଡ ଗ୍ୟାସ୍ ବାହାରିଥାଏ।

ଆଙ୍ଗୁଳି ଫୁଟେଇବା ଆମ ପାଇଁ ଖରାପ୍ ହୋଇଥାଏ।ଏଥିପାଇଁ ଗବେଷଣା ମଧ୍ୟ ହୋଇଛି।ସାଇନିବିଏଲ୍ ନାମକ ଫ୍ଲୁଡ ର ଲିକୁଇଡ୍ ସେଇଟା କମ୍ ହୋଇଯାଏ।ଯଦି ଏଇଟା ପୁରା ସରିଯାଏ ତାହେଲେ ଲୋକମାନଙ୍କର ଖରାପ୍ ହୋଇଥାଏ।

ଯଦି ହାଡ଼ ଭିତରେ ଗ୍ୟପ୍ ହୋଇଯିବ ତାହେଲେ ଦେହ ପାଇଁ ଖରାପ୍ ହୋଇଥାଏ।ଏବେ ଜଣା ପଡ଼ିବ ନାହିଁ କିନ୍ତୁ ବୟସ ଯେତେ ବଢିବ ଏସବୁ ବହୁତ୍ କଷ୍ଟ ଦେବ।

ବୁଢ଼ା ଲୋକ ମାନଙ୍କର ହାତ,ଗଣ୍ଠି ସବୁ ଧରିଥାଏ ସେମାନଙ୍କର ନିହାତି ଆଙ୍ଗୁଠି ଫୁଟେଇବାର ଆଦତ୍ ରହିଥିବ। ହାଡ଼ କମଜୋର ହୋଇଯାଏ ।ଆପଣ ମାନେ ୩-୪ ସପ୍ତାହ ରେ ଥରେ ଫୁଟେଇବେ କିନ୍ତୁ ସବୁବେଳେ ଏମିତି କରିବା ଭଲ ନୁହେଁ।

Leave a Comment