ରାଜ୍ୟ ଖବର

Mihir Das ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ollywod ଦୁନିଆରେ ଶୋକର ଛାୟା

ମିହିର ଦାସ ଯିଏ କି ଅଲିଉଡ ଜଗତର ଆଗଧାଡ଼ି ର ଅଭିନେତା ତାଙ୍କଦ୍ୱାରା ଅଭିନୟ ହୋଇଥିବା ସମସ୍ତ ଫିଲ୍ମ ସୁପରହିଟ ହୋଇଥାଏ ।

ଅନେକ ଅଭିନେତା ବାଲ୍ୟାବସ୍ଥା ରୁ ଆଲିଉଡ ଜଗତରେ ପ୍ରବେଶ କରିଥିବା ବେଳେ କିଛି ସମୟରେ ନିଜର ପଦର୍ଶନ ଦେଖାଇ ନିଜ ଜୀବନର ଅନେକ ବାଟ ଦେଖିଛନ୍ତି l

କିନ୍ତୁ ମିହିର ଦାସ ତାଙ୍କ ଯୁବକ ଅବସ୍ଥାରୁ ବର୍ତତମାନ ପର୍ଯ୍ୟନ୍ତ ଆଳିଉଡ ଦୁନିଆରେ ସୁଦୃଢ଼ ଭାବେ ରହିଛନ୍ତି l ମିହିର ଦାସ ଙ୍କ ପୁଅ ଅମ୍ଳାନ ଦାସ ମଧ୍ୟ ଅଲିଉଡ ଦୁନିଆରେ ପ୍ରବେଶ କରି ଖୁବ୍ ନାଁ କରିସାରିଛନ୍ତି l

ଡିସେମ୍ବର ୭ ତାରିଖରେ ମିହିର ଦାସ ରେ ମିହିର ଦାସ ଅସୁସ୍ଥ ହେବାର ଦେଖା ଯାଇଥିଲା l ଯାହା ଫଳରେ ପରିବାର ଲୋକ ଚିନ୍ତାରେ ପଡ଼ି ତାଙ୍କୁ ସଙ୍ଗେ ସଙ୍ଗେ କଟଟ ସ୍ତିଟ ଅଶ୍ଵିନୀ ମେଡିକାଲ ରେ ଭର୍ତି କରିଥିଲେ l

ଡାକ୍ତର ତାଙ୍କ ଦୁଇଟି କିଡନି ନଷ୍ଟ ହୋଇଯାଇଥିବା ର କହିଥିଲେ l ଏହାପରେ ତାଙ୍କର ସ୍ଵତନ୍ତ୍ର ଭାବେ ଚିକିତ୍ସ କରାଯାଉଛି l ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ତାଙ୍କ ଫାନମାନେ ପାର୍ଥନ କରିଚନ୍ତି l

ଯଦି ଆପଣଙ୍କୁ ମଧ୍ୟ ମିହିର ଦାସ ଙ୍କ ଅଭିନୟ ଭଲଲାଗେ ତେବେ ନିଶ୍ଚିନ୍ତ ଆରୋଗ୍ୟ କାମନା କରି କନେଣ୍ଟ ରେ ଲେଖନ୍ତୁ ଜୟ ଜଗନ୍ନାଥ l

Leave a Reply

Your email address will not be published. Required fields are marked *