Ollywood

ଅନୁଭବ ଜାଗୃତିଙ୍କ ସମ୍ପର୍କକୁ ନେଇ ମୁଁହ ଖୋଲିଲେ ଗଜପତି – ଗୋଟେ ପୁଅ ଓ ଝିଅ ଗୋଟିଏ ରୁମ ଭିତରେ ରହିକି ଯଦି କହିବେ କିଛି ହେଇନି ତାହେଲେ ….

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ଯାହାକୁ ଲୋକମାନେ ପସନ୍ଦ କରନ୍ତି। କିନ୍ତୁ ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ଥର ଏଠାରେ ଏପରି ଭିଡିଓ ଦେଖିବାକୁ ପାଇଥାଉ ଯାହା କେବଳ ଆମକୁ ମନୋରଞ୍ଜନ କରିଥାଏ।

ବେଳେବେଳେ କିଛି ଏଭଳି ଭିଡିଓ ମଧ୍ୟ ବାହାରକୁ ଆସେ ଯାହା ଆମକୁ ବିଭିନ୍ନ ସୂଚନା ଦେଇଥାଏ।ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଓଡିଶାର ଫେମସ ୟୁଟ୍ୟୁବର ମିଷ୍ଟର ଗଜପତିଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ।

ବର୍ତ୍ତମାନ ସେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଅନୁଭବ ବର୍ଷାକୁ ନେଇ କିଛି କହୁଥିବା ନଜର ଆସିଛନ୍ତି। ସେ କହିଛନ୍ତି, ଗୋଟେ ପୁଅ ଓ ଝିଅ ଗୋଟିଏ ରୁମ ଭିତରେ ରହିକି ଯଦି କହିବେ କିଛି ହେଇନି ବୋଲି କହିବେ ତାହା ହେଉଛି ଆଶ୍ଚର୍ଯ୍ୟ ର ବିଷୟ ବୋଲି ମିଷ୍ଟର ଗଜପତି କହିଛନ୍ତି।

ଅନୁଭବ ମହାନ୍ତି କହିଛନ୍ତି ଯେ ବର୍ଷାଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ଷା ପ୍ରିୟଦର୍ଶିନୀ କେବେ କେଉଁଠାରେ ମଧ୍ୟ ଏହି କଥା କହିନାହାନ୍ତି।

ଏବଂ ଗଜପତି କହିଛନ୍ତି, ପୁରୁଷଙ୍କ ପ୍ରତି କେଉଁଠି ନା କେଉଁଠି ଅନ୍ୟାୟ ହେଇଥାଏ, ଆଉ ସେ ସ୍ବର ଉଠେଇ ପାରେନାହିଁ। ଯାହାକି ଅନୁଭବ ମହାନ୍ତି କରିକି ଦେଖେଇ ପାରିଛନ୍ତି ଓଡ଼ିଶାରେ। ଗୋଟେ ସୁନ୍ଦର ଯୋଡ଼ି ଅଲଗା ହେଇଯିବାରୁ ଦୁଃଖ ଲାଗିଲା।

ହେଲେ ଅନୁଭବ ମହାନ୍ତି ଆଉ ତାଙ୍କ ଫାମିଲ କଷ୍ଟ ପାଉଥିବା କଥା କାରଣରୁ ଏହି ଯୋଡି ଅଲଗା ହୋଇ ଭଲ ହୋଇଛି। ଅନୁଭବ ମହାନ୍ତି ଖୋଜୁଛନ୍ତି ଯେଉଁ ଝିଅଟି ତାଙ୍କ ଘର ଚଳେଇବା

ଆଉ ବାପା ମାଆଙ୍କୁ ଶାନ୍ତି ଦେବା ସହିତ ତାଙ୍କର ସେବା କରିପାରିବ ସେହିଭଳି ଝିଅ ତାଙ୍କୁ ଦରକାର। ଏବଂ ତାଙ୍କ ମନ ପସନ୍ଦର ଝିଅ ଅନୁଭବ ମହାନ୍ତିଙ୍କୁ ମିଳିଯାଉ ବୋଲି ମିଷ୍ଟର ଗଜପତି କହିଛନ୍ତି।

Leave a Reply

Your email address will not be published. Required fields are marked *