Special Report

ହେ ଭଗବାନ୍!!ଫ୍ଲାଏଓଭର ତଳେ ଅଟକିଗଲା ଉଡାଜାହାଜ,ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ କି ମୁମ୍ବାଇରୁ ଆସାମ ଯାଉଥିବା ଉଡାଜାହାଜ ଫସିଗଲା ।

ଏହି ଘଟଣା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହି ଘଟଣାଟି ସତ ଅଟେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ମୁମ୍ବାଇରୁ ଆସାମ ଯାଉଥିବା ବେଳେ ବିହାରର ଫ୍ଲାଏଓଭର ତଳେ ଅଟକି ଗଲା ଉଡାଜାହାଜ।

ଶୁକ୍ରବାର ଦିନ ସକାଳ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏବେ ଏହି ଭିଡିଓ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । କବାଡି ଖାନା ପକ୍ଷରୁ ଷ୍ଟ୍ରାପ୍ଟିଂ ପାଇଁ ଟ୍ରକ୍ ଯୋଗେ ଏହି ବିମାନଟିକୁ ମୁମ୍ବାଇ ରୁ ଆସାମକୁ ନିଆ ଯାଉଥିଲା ।

ଏହି ବିମାନଟିକୁ ଟ୍ରକ୍ ନେବା ସମୟରେ ମୋତିହାରି ବ୍ରିଜ ତଳେ ଏଭଳି ଘଟଣା ଘଟିଥିଲା । ସେଠାରେ ଏହି ବିମାନ ଫସି ରହିଥିଲା । ଏହି କାରଣରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଥିଲା ।

ସେଠାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା ଆଉ ଲୋକମାନେ ହଇରାଣ ମଧ୍ୟ ହୋଇଥିଲେ । ଫସି ରହିଥିବା ବିମାନ ସହ ଲୋକମାନେ ସେଲ୍ଫି ନେଇଥିଲେ ।

ଏହି ବିମାନ ବୋହି ନେଉଥିବା ଟ୍ରକ୍ ସେହି ସ୍ଥାନରେ ଫସି ରହିବା ପରେ ସେଠାରେ ଲୋକମାନଙ୍କର ଅନେକ ଅସୁବିଧା ହେଉଥିଲା । କିଛି ସମୟ ପାଇଁ ଅନେକ କିଛି ଘଟିଥିଲା । ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

ଏହି ବିମାନ ନେଉଥିବା ଟ୍ରକ ଫସି ରହିଥିବା ବେଳେ ସେହି ଅଞ୍ଚଳର ଲୋକମାନେ ଏହି ଟ୍ରକକୁ ସେହି ସ୍ଥାନରୁ ବାହାର କରିବା ପାଇଁ ସାହାଯ୍ୟ କରିଥିଲେ ।

ଆଉ ଲୋକମାନେ ବିମାନ ଦେଖି ଖୁସି ହୋଇ ଯାଇଥିଲେ ଏବଂ ଏହି ବିମାନ ସହ ଅନେକ ଫଟୋ ଉଠାଇ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଲୋକମାନଙ୍କ ଦ୍ବାରା ଫସି ରହିଥିବା ବିମାନ ବୋହିଥିବା ଟ୍ରକ୍ ବାହାରିବା ପରେ ଟ୍ରକ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା ।

Leave a Reply

Your email address will not be published. Required fields are marked *