ବାବାରେ ମହିଳାଙ୍କ ଏ କି ରୂପ ରାପିଡୋରେ ବସି ଓଲା ଡ୍ରାଇଭରକୁ କାହିଁକି କହିଲେ ହଟ୍…ବେ
ଓଲା ଡ଼୍ରାଇଭର ଙ୍କ ଉପରେ ଭୀଷଣ ଭାବରେ ରାଗି ଯାଇଥିଲେ ମହିଳା ଜଣକ। ଏତେ ମାତ୍ରାରେ ରାଗି ଯାଇଥିଲେ କି ତାଙ୍କୁ ଖୁବ୍ ଜୋରେ ମଧ୍ୟ ଗାଳି ଗୁଲଜ କରିବା ଆରମ୍ଭ କରି ଦେଇଥିଲେ। ଯାହାର କି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅଟୋ ଭିତରେ ବସି ସେ କରିଥିଲେ ଖୁବ୍ ଜୋରେ ଯୁକ୍ତି ତର୍କ। ରାଗରେ ଗର ଗର ହୋଇ ଖୁବ ଜୋରେ ଚିଡି ଯାଇଥିଲେ।ଯାହା ଦ୍ଵାରା ସେ … Read more