ସିକିମ୍…କୁ ବୁଲିବାକୁ ଆସି ପୋଲିସ୍ ହାତରୁ ମାଡ଼ ଖାଇ ବ୍ରହ୍ମପୁର ହସ୍ପିଟାଲରେ ଯୁବକ
ପୁଣି ସାମ୍ନା କୁ ଆସିଲା ପୋଲିସ୍ ର ଦବଙ୍ଗଗିରି। ମନକୁ ଯାହା ଆସିଲା ସାଧାରଣ ଜନତା ସହ ସେୟା କରୁଛନ୍ତି। ଯାହାର କରୁଣ ପରିସ୍ଥିତି ଏବେ ବ୍ରହ୍ମପୁର ରେ ଦେଖିବାକୁ ମିଳିଛି। ନିଜର ମାନବିକତା ହିଁ ଭୁଲି ଯାଇଥିଲେ ଏହି ପୋଲିସ ବାବୁ ଜଣକ। ଏହାପରେ ଜଣେ ଦିବ୍ୟାଙ୍ଗ ଙ୍କୁ ଲାଠି ରେ ସେକୀ ଦେଇ ଚାଲିଲେ। ତାଙ୍କର ଭୁଲ୍ ଏତିକି ଥିଲା ଯେ ସେ ବୁଲିବାକୁ ଯାଇଥିଲେ। ତାହାଲେ ଏଠାରେ ଏହା ପ୍ରଶ୍ନ ଉଠୁଛି କି … Read more