ଫୋନରେ କଥା ହେଉଥିଲା ସ୍ତ୍ରୀ ହଠାତ୍ ଶୁଭିଲା ବଞ୍ଚାଅ ବଞ୍ଚାଅ..ସ୍ବାମୀ ଗଲାବେଳକୁ ସବୁ ସରି ଯାଇଥିଲା
ସ୍ତ୍ରୀ ଅଫିସ୍ ରୁ ଫେରୁଥିଲା ଆଉ ଫୋନ ରେ ସ୍ବାମୀ ସହ କଥା ହେଉଥିଲା। ସ୍ତ୍ରୀ କୁ ଲାଗିଲା କି କିଏ ତାକୁ ଫଲୋ କରୁଛି ହେଲେ ସେ ଦେଖିଥିଲା କି କେହି କୁଆଡେ ନାହାଁନ୍ତି ବୋଲି ରାସ୍ତା ମଧ୍ୟ ପୂରା ଶୁନଶାନ୍ ଥିଲା। ପୁଣି ସ୍ବାମୀ ସହ କଥା ହୋଇ ହୋଇ ଆଗକୁ ବଢିଥିଲା ସ୍ତ୍ରୀ। କିଛି ସମୟ ପରେ ହଠାତ୍ ସ୍ତ୍ରୀ ଚିତ୍କାର କରିବାକୁ ଲାଗି ପଡିଥିଲା। ଏଭଳି ବଞ୍ଚାଅ ବଞ୍ଚାଅ ମରିଗଲି ବୋଲି … Read more