ଦୁଇ ଜଣ ନର୍ସଙ୍କ ପ୍ରେମ ଶେଷରେ ସ୍ବାମୀକୁ ସଜେଇଦେଲା ସାଇକୋ ଆଉ ତାପରେ
ଦୁଇ ନର୍ସ ଙ୍କ ପ୍ରେମ ସ୍ବାମୀଙ୍କୁ ସଜାଇ ଦେଲା ସାଇକୋ କିଲର୍। ଅନ୍ୟପକ୍ଷରେ ରୋଗୀ ମାନଙ୍କ ସୁରକ୍ଷା କବଚ ସାଜିଥିବା ନର୍ସ ନିଜେ ହିଁ ରୋଗୀର ଜୀବନ ନେଇଗଲା। ଅନ୍ୟପକ୍ଷରେ ଜଣେ ଫାର୍ମାସିଷ୍ଟ , ଦୁଇଜଣ ନର୍ସ ଙ୍କ ପ୍ରେମରେ ବଳି ପଡ଼ିଗଲା ଏକ ନିରୀହ ଜୀବନ। କାରଣ ଫାର୍ମାସିଷ୍ଟ ସ୍ବାମୀ ଆଉ ଦୁଇଜଣ ନର୍ସ ମିଳିମିଶି ସ୍ତ୍ରୀ ଙ୍କୁ ଅନାଥେଶିଆ ଇଞ୍ଜେକସନ ଦେଇ ଦେଇଥିଲେ। ଏହାକୁ ନେଇ ପୋଲିସ ଖୁଲାସା କରିଛି। ଚାରି ବର୍ଷ ତଳେ … Read more