ହାଜତରେ ଚିତ୍କାର କରୁଥିଲା ଯୁବକ ପଥରରେ ଗୁ-ପ୍ତାଙ୍ଗକୁ ଛେଚୁଥିଲା ପୋଲିସ୍ ଆଉ ତାପରେ
ଜଣେ ଯୁବକ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାର ନାମ ହେଉଛି ମୋହିତ ପାଣ୍ଡେ। ହେଲେ ମୋହିତ ଙ୍କ ବୟସ ମାତ୍ର ୩୦ ବର୍ଷ ହୋଇଥିବା ବେଳେ ସେ ତାଙ୍କ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ତାଙ୍କ ରୋଜଗାରରେ ମଧ୍ୟ ପରିବାରର ପ୍ରତି ପୋଷଣ ହେଉଥିଲା। ମୋହିତ ଟଙ୍କା ରୋଜଗାର କରି ତାଙ୍କର ପରିବାର କୁ ଦୁଇ ଓଳି ଦୁଇ ମୁଠା ଦାନା ଦେଉଥିଲେ। ସେଦିନ ମଧ୍ୟ କାମକୁ ଯାଉଛି ବୋଲି କହି,ସେ ଘରୁ … Read more