ବିପଦ ପରେ ଏବେ ବିପଦ ମାଡ଼ି ଆସିବାରେ ଲାଗିଛି। ପୁଣି ଆସୁଛି ଆଉ ଏକ ବଡ଼ ବାତ୍ୟା। ଆସନ୍ତା କାଲି ଏଠାରେ ମାଡ଼ ହେବ ସହ ରଚୀବ ତାଣ୍ଡବ। ଏବେଠାରୁ ଏହା ଦେଖାଇ ଲାଣି ତାର ବିଶାଳକାୟ ଆଖି।
ଆଉ ଏହି ବଡ଼ ଆଖି କରି ମାଡ଼ି ଆସିବାରେ ଲାଗିଛି ଆଉଏକ ବାତ୍ୟା। ବିପଦରେ ପରେ ବିପଦ ଆସିବାରେ ଲାଗିଛି। ଅକ୍ଟୋବର ନଭେମ୍ବର ମାସ ହେବା ମାତ୍ରେ ବିପଦ ପିଛା ଛାଡୁନି। ଦେଖାଉଛି ତାହାର କରାଳ ରୂପ।ଏବେ ଯେଉଁ ଆଉ ଏକ ବାତ୍ୟା ଆସୁଛି ତାହାକୁ ଇତିହାସର ସବୁଠାରୁ ବଡ଼ ବାତ୍ୟା ବୋଲି କୁହା ଯାଇଥାଏ।
ଏହି ବାତ୍ୟା ରଚିବ ତାଣ୍ଡବ ବୋଲି କୁହା ଯାଇଛି। ଏବେ ପୁଣି ଥରେ ଟାଇଫୋନ୍ ରଚିବ ତାଣ୍ଡବ। ପବନର ବେଗ ରହିବ ୨୫୦ କିମି। ଏବେ ସେଥିପାଇଁ ଅଶାନ୍ତ ହେଲାଣି ସମୁଦ୍ର। ବାତ୍ୟା ଟାଇଫୋନ୍ ର ମଧ୍ୟ ବଡ଼ ଆଖି ଦେଖା ଗଲାଣି।
ଆଖିର ଆକାର ରହିଛି ୧୫୦ କିଲୋମିଟର। ଏହା ଇତିହାସର ସବୁଠାରୁ ବଡ଼ ଆଖି।ଏବେ ଠାରୁ ଲୋକଙ୍କ ମନରେ ପଶିଛି ଛନକା। ଏହି ବାତ୍ୟାକୁ ଖୁବ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ବାତ୍ୟା କୁ ନେଇ ମଧ୍ୟ ପଞ୍ଜିକା ରେ ସଂକେତ ମିଳି ସାରିଛି।
ଆଉ ନଭେମ୍ବର ମାସରେ ହିଁ ଏହି ବାତ୍ୟା ଆସିବାକୁ ଯାଉଛି।୨୨ ତାରିଖରୁ ୯ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ହେବା ସହ ନଭେମ୍ବର ୧୧ ରୁ ୧୫ ମଧ୍ୟରେ ହେବାକୁ ଯାଉଛି ସାମୁଦ୍ରିକ ଝଡ। ଏହା ଲଘୁଚାପ ରେ ପରିଣତ ହୋଇ ବଡ଼ ବଡ ଜୁଆର ମାଡ଼ି ଆସିବ।ବନ୍ୟା ଦ୍ବାରା ଖୁବ୍ ଧନଜୀବନ ପ୍ରଭାବିତ ହେବ ବୋଲି ମଧ୍ୟ ପଞ୍ଜିକା ରେ କୁହା ଯାଇଛି
ଯାହାକୁ ନେଇ ଏବେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ମଧ୍ୟ ଅନେକ ଭିଡିଓ ଏହି ବାତ୍ୟାକୁ ନେଇ ଭାଇରାଲ୍ ହେଉଥିବା ବେଳେ ଲୋକମାନେ ଏହାକୁ ନେଇ ଖୁବ୍ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।